"ଛାତି ତଳେ ଡିଂ ଡଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୬ କ ଧାଡ଼ି:
}}
 
'''ଛାତି ତଳେ ଡିଂ ଡଂ''' ୨୦୧୬ରେ ମୁକ୍ତିଲାଭ କରିଥିବା ଏକ [[ଓଡ଼ିଆ ଭାଷା| ଓଡ଼ିଆ]] କଥାଚିତ୍ର । ଏହା [[ସୌମ୍ୟରଞ୍ଜନ ପଟ୍ଟନାୟକ]]ଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି ।<ref>{{cite news|title=ମଞ୍ଜରୀ ମୁଭିଜ୍‌ ରେ ସବ୍ୟ-ଅର୍ଚିତା|url=http://sambad.in/news/entertainment/3718.html|accessdate=6 October 2016|newspaper=[[ସମ୍ବାଦ]]|date=4 September 2016}}</ref> [[ହିନ୍ଦୀ]] ଚଳଚ୍ଚିତ୍ର ଅଭିନେତା [[ଶକ୍ତି କପୁର]] ଏଇ ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" ସିନେମାର ଅବଲମ୍ବନରେ ତିଆରି । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିବ ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ରିଲିଜ୍ ହେବାକୁ ଥିବା ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ ଏକ ତେଲୁଗୁ ସିନେମାର କପି|url=http://www.odishanews360.com/Odisha/details?mallId=5&jobId=12583&type=ENTERTAINMENT|accessdate=6 October 2016|newspaper=Odisha News 360|date=4 October 2016}}</ref> ଓଡ଼ିଆ କଥା ଜଗତରେ ଅଭିନେତ୍ରୀ [[ଅର୍ଚ୍ଚିତା ସାହୁ]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।
 
==ଅଭିନୟ==