Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
| image name = Prateek Pattanaik.jpg
| job title = ଛାତ୍ର
| organization = ଇସ୍କୁଲୁ
| short quote =
ମରିଗଲେ ପାଣି ପତରେ ପାଇବୁ ମଉଜ ପାଇବୁ କାହୁଁ? ( ମୁଁ କହୁନି, ପୁରୀର ଲୋକୋକ୍ତି ଏଇଟା । ସୁଧିଜନେ, ଦୋଷ ନ ଧରିବ । )
( ମୁଁ କହୁନି, ପୁରୀର ଲୋକୋକ୍ତି ଏଇଟା । ବୁଧେ ନ ଧରିବେ ଦୋଷ ହେ । ବୈମାତୃକ ଜନେ ଉପହାସ କରେ ତହିଁକି କେଉଁ ବିଚାର ହେ । )
<br />
<br />
Line ୧୧ ⟶ ୧୨:
| about me = ମୁଁ ଜଣେ ଦ୍ଵାଦଶ ଶ୍ରେଣୀର ଛାତ୍ର । ଏଇ ବର୍ଷେ ଖଣ୍ଡେ ଉଇକିରେ ମିଶିଛି । ଆଉ ଏଠି ଦେଖିଲା ପରେ ଜାଣିଲି କେଡ଼େ ବଡ କାମ କରୁଛନ୍ତି କେତେ କମ ଲୋକ !
ସେଇଠୁ ଉଇକିରେ ଅବଦାନ କରିବାକୁ ମନ ମୋର ହୁଅଇ ଉଚ୍ଚାଟ! :)
| about my work = ଆମର ସାଂସ୍କୃତିକ ଦିଗ ଉପରେ ଜାଣିବାକୁ ମୋର ଆଗ୍ରହ, ତେଣୁ ଯଥାସମ୍ଭବ ଚେଷ୍ଟା କରେ ଯେ ଆମ ସଂସ୍କୃତିକୁ ବିଶ୍ବରେ ସଭିଏଁ ଜାଣନ୍ତୁ । ମୋର ଏହି କ୍ଷୁଦ୍ର ପ୍ରୟାସ ମୋ ନିଜ ମନର ଶାନ୍ତି ପାଇଁ ।
* ମୁଁ ଜଗନ୍ନାଥ ସଂସ୍କୃତି ବିଷୟରେ ଆଗ୍ରହୀ ଏବଂ ତାହା ଉପରେ ଲେଖାଲେଖି କରେ ।
* ମୁଁ ପାରମ୍ପରିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଆ ସାହିତ୍ଯସାହିତ୍ୟ ବିଷୟରେ ପଢାପଢି କରେ । କାହିଁକି ବୋଲେ? ଭଲ ଲାଗେ ଆଉ କଣ !
| contact me = * ଟୁଇଟର : [http://www.twitter.com/shrijagannatha @shrijagannatha]
* ଇ-ଡାକ : shrijagannatha{{@}}gmail.com