|
|
ajit'''ଅଜିତ balachandraବାଳଚନ୍ଦ୍ର agarkarଅଗରକର''' ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଲୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200 ରୁ ଅଧିକ ୱିକେଟ ନେବାସହ ବେଟିଙ୍ଗ ରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲ ରେ ଦିଲ୍ଲୀ ଓ କଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫି ରେ ମୁମ୍ବାଇ ର ଅଧିନାଯକ ମଧ୍ୟରହିଥିଲେ । ଅଧିନାଯକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ ରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମେଚ ଖେଳିଥିଲେ । ଟି୨୦ ରେ ସେ ୨୦୦୬ ରେ ତାଙ୍କର ପ୍ରଥମ ମେଚ ଖେଳିଥିଲେ । ଏକଦିବ ସୀୟ ରେ ସେ ଭାରତ ର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵ କପ ରେ ଭାରତ ପାଇଁ ଖେଳିଥିଲେ ।
== ବ୍ୟକ୍ତିଗତ ଜୀବନ ==
|