"ଆକାଶଗଙ୍ଗା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୧୮ କ ଧାଡ଼ି:
==ଆକୃତି==
ଆକାଶଗଙ୍ଗା ଆକାଶରେ ଏକ କୁହୁଡ଼ିଆ ବାଦଲ ପରି ଦେଖା ଯାଏ ଯାହା କି ଉତର ଆକାଶରୁ ଦକ୍ଷିଣ ଆକାଶକୁ ଲମ୍ବିଥାଏ। ଏଥିରେ କୋଟି କୋଟି ତାରକା ଥିଲେ ମଧ୍ୟଂ ସବୁ ଖାଲି ଆଖିରେ ଦେଖି ହୁଏନି ।କେତେକ ତାରକା ମହାକାଶୀୟ ଧୂଳିକଣା ଯୋଗୁ ଦେଖି ହୁଏନାହିଁ। ଏହା କେବେଳ ବୃହଟକାୟ ଟେଲିସ୍କୋପ([[telescope]]) ସାହାଯ୍ୟରେ ଦେଖି ହୁଏ।ମହାକାଶ ବିଜ୍ଞାନୀ ମାନେ ଆକାଶଗଙ୍ଗାର ଅଧିକାଂଶ ନକ୍ଷେତ୍ର ଓ ଗ୍ରହ ଗୁଡିକୁ ହୋବ୍ବଲ ଟେଲିସ୍କୋପ([[hobble telescope]]) ସାହାଯ୍ୟରେ ଦେଖିଥାନ୍ତି
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
|