"ଚରଖାରି ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୨ କ ଧାଡ଼ି:
== ଇତିହାସ ==
1765 ମସିହା ରେ ସୌରଭ ସିଂହ ବୁନ୍ଦେଲା ନାମକ ବୁନ୍ଦେଲା ରାଜପୁତ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ସେ ପାନ୍ନା ରାଜବଂଶ ଜଣେ ବଂଶଜ ଥିଲେ । ଚରଖାଇ ର ଶେଷ ରାଜା ଜାନୁଆରୀ 1, 1950 ରେ ରାଜ୍ୟ କୁ ଭାରତୀୟ ରାଜ୍ୟ ସମୂହ ରେ ସମ୍ମିଳିତ କରିଥିଲେ । <ref>[http://www.indianrajputs.com/view/charkhari Rajput Provinces of India - Charkhari (Princely State)]</ref>
==ଭୌଗୋଳିକ ସ୍ଥିତି ଓ ଜଣ ଆବାଦୀ==
1901 ମସିହା ସମୟ ରେ ଏହାର ଆୟତନ 2,279 ବର୍ଗ କିଲୋମିଟର ରହିଥିଲା । ଏହାର ଜନ ସଂଖ୍ୟା 113,254 ଥିଲା ଓ ଜନ ଘନତ୍ଵ 54.1 ପ୍ରତି ବର୍ଗ କିଲୋମିଟର ରହିଥିଲା ।
 
 
=== ଶାସକ ସମୂହ ===