"ମାୟୋକାର୍ଡ଼ାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୨ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଅଧିକାଂଶ ସମୟରେ [[ଭୁତାଣୁ ସଂକ୍ରମଣ]] ([[:en:viral infection|viral infection]]) ଯୋଗୁ ମାୟୋକାର୍ଡ଼ାଇଟିସ ରୋଗ ହୁଏ । <ref name=NEJM2009/> ଅନ୍ୟାନ୍ୟ କାରଣ ମଧ୍ୟରେ ଜୀବାଣୁ ସଂକ୍ରମଣ ([[:en:bacterial infections|bacterial infections]]), କେତେକ ଔଷଧ, ଟକ୍ସିନ ଓ ଅଟୋଇମ୍ମ୍ୟୁନ ରୋଗ ([[:en:autoimmune disorders|autoimmune disorders]]) ଅଧିକ ଦେଖାଯାଏ । <!-- <ref name=NEJM2009/><ref name=Kin2012/> --> [[ଇସିଜି]], ଅଧିକ ଟ୍ରୋପୋନିନ ([[:en:troponin|troponin]]), [[ହୃତ୍‌ପିଣ୍ଡ ଏମଆରଆଇ]] ([[:en:cardiac magnetic resonance imaging|heart MRI]]) ଓ ବେଳେବେଳେ [[ହୃତ୍‌ପିଣ୍ଡ ବାୟୋପ୍ସି]] କରି ରୋଗ ନିଧାର୍ଯ୍ୟ କରାଯାଏ&nbsp;।<ref name=NEJM2009/><ref name=Kin2012>{{cite journal|last1=Kindermann|first1=I|last2=Barth|first2=C|last3=Mahfoud|first3=F|last4=Ukena|first4=C|last5=Lenski|first5=M|last6=Yilmaz|first6=A|last7=Klingel|first7=K|last8=Kandolf|first8=R|last9=Sechtem|first9=U|last10=Cooper|first10=LT|last11=Böhm|first11=M|title=Update on myocarditis.|journal=Journal of the American College of Cardiology|date=28 February 2012|volume=59|issue=9|pages=779-92|pmid=22361396}}</ref> ହୃତ୍‌ପିଣ୍ଡ ଭଲ୍‌ଭ ରୋଗର ([[:en:valvular heart disease|heart valve problems]])ସଂପୃକ୍ତିକୁ ଇକୋକାର୍ଡ଼ିଓଗ୍ରାମ ([[:en:echocardiogram|ultrasound of the heart|]]) ସାହାଯ୍ୟରେ ବିଦାୟ କରାଯାଏ । <ref name=Kin2012/>
 
<!-- ଚିକିତ୍ସା -->
ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । <!-- <ref name=NEJM2009/><ref name=Kin2012/> --> ଅଧିକାଂଶ ସମୟରେ [[ଏସିଇ ଇନହିବିଟର]] ([[:en:ACE inhibitors|ACE inhibitors]]), [[ବିଟା ବ୍ଲକର]] ([[:en:beta blockers|beta blockers]]) ଓ ଡାଇୟୁରେଟକ ([[:en:diuretics|diuretics]]) ଔଷଧ ଦିଆଯାଏ । <!-- <ref name=NEJM2009/><ref name=Kin2012/> --> କିଛି କାଳ ଧରି କୌଣସି କାମ ବା ବ୍ୟାୟାମ ନ କରିବାକୁ ଉପଦେଶ ଦିଆଯାଏ । <!-- <ref name=NEJM2009/><ref name=Kin2012/> --> କେତେକ କ୍ଷେତ୍ରରେ କର୍ଟିକୋସ୍ଟିରଏଡ ବା ଶିରାଭ୍ୟନ୍ତର [[:en:Corticosteroids|Corticosteroids]] ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ [[:en:intravenous immunoglobulin|intravenous immunoglobulin]] (IVIG) ଦରକାର ହୁଏ ।<!-- <ref name=NEJM2009/><ref name=Kin2012/> --> ସାଂଘାତିକ କେଶ୍‌ରେ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର ([[:en:implantable cardiac defibrillator|implantable cardiac defibrillator]]) ବା ହୃତ୍‌ପିଣ୍ଡ ପ୍ରତିରୋପଣ ([[:en:heart transplant|heart transplant]]) ଆବଶ୍ୟକ ହୁଏ ।<ref name=NEJM2009/><ref name=Kin2012/>
 
== ଆଧାର ==