"ମାୟୋକାର୍ଡ଼ାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ମାୟୋକାର୍ଡ଼ାଇଟିସ''' ବା '''ଇନଫ୍ଲାମେଟରି କାର୍ଡ଼ିଓମାୟୋପାଥି''' (ଇଂରାଜୀ ଭାଷାରେ '''Myocarditis''' ବା '''inflammatory cardiomyopathy''') ରୋଗ କୁହାଯାଏ ଯେତେବେଳେ [[ହୃତ୍‌ପିଣ୍ଡ ମାଂସପେଶୀ]]ର [[:en:myocardium|heart muscle]] [[ପ୍ରଦାହ]] ([[:en:inflammation|inflammation]]) ହୁଏ ।<!-- <ref name=NEJM2009/> --> ଏହାର ଲକ୍ଷଣ: ଅଣନିଶ୍ୱାସୀ ([[:en:shortness of breath|shortness of breath]]), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍‌ସ୍ପନ୍ଦନ ([[:en:irregular heartbeat|irregular heartbeat]]) ଇତ୍ୟାଦି । <!-- <ref name=NEJM2009/> --> ଏହି ସମସ୍ୟା କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ରହେ । <!-- <ref name=NEJM2009/> --> ରୋଗ ଜଟିଳ ହେଲେ [[ଡାଇଲେଟେଡ କାର୍ଡ଼ିଓମାୟୋପାଥି]] ([[:en:dilated cardiomyopathy|dilated cardiomyopathy]]) ହୋଇ [[ହୃଦ୍‌ପାତ]] ହୁଏ ବା [[ହୃଦ୍‌ରୋଧ]] ହୁଏ&nbsp;।<ref name=NEJM2009>{{cite journal|last1=Cooper LT|first1=Jr|title=Myocarditis.|journal=The New England journal of medicine|date=9 April 2009|volume=360|issue=15|pages=1526-38|pmid=19357408}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଅଧିକାଂଶ ସମୟରେ [[ଭୁତାଣୁ ସଂକ୍ରମଣ]] ([[:en:viral infection|viral infection]]) ଯୋଗୁ ମାୟୋକାର୍ଡ଼ାଇଟିସ ରୋଗ ହୁଏ । <ref name=NEJM2009/> ଅନ୍ୟାନ୍ୟ କାରଣ ମଧ୍ୟରେ ଜୀବାଣୁ ସଂକ୍ରମଣ ([[:en:bacterial infections|bacterial infections]]), କେତେକ ଔଷଧ, ଟକ୍ସିନ ଓ ଅଟୋଇମ୍ମ୍ୟୁନ ରୋଗ ([[:en:autoimmune disorders|autoimmune disorders]]) ଅଧିକ ଦେଖାଯାଏ । <!-- <ref name=NEJM2009/><ref name=Kin2012/> --> [[ଇସିଜି]], ଅଧିକ ଟ୍ରୋପୋନିନ ([[:en:troponin|troponin]]), [[ହୃତ୍‌ପିଣ୍ଡ ଏମଆରଆଇ]] ([[:en:cardiac magnetic resonance imaging|heart MRI]]) ଓ ବେଳେବେଳେ [[ହୃତ୍‌ପିଣ୍ଡ ବାୟୋପ୍ସି]] କରି ରୋଗ ନିଧାର୍ଯ୍ୟ କରାଯାଏ&nbsp;।<ref name=NEJM2009/><ref name=Kin2012>{{cite journal|last1=Kindermann|first1=I|last2=Barth|first2=C|last3=Mahfoud|first3=F|last4=Ukena|first4=C|last5=Lenski|first5=M|last6=Yilmaz|first6=A|last7=Klingel|first7=K|last8=Kandolf|first8=R|last9=Sechtem|first9=U|last10=Cooper|first10=LT|last11=Böhm|first11=M|title=Update on myocarditis.|journal=Journal of the American College of Cardiology|date=28 February 2012|volume=59|issue=9|pages=779-92|pmid=22361396}}</ref> ହୃତ୍‌ପିଣ୍ଡ ଭଲ୍‌ଭ ରୋଗର ([[:en:valvular heart disease|heart valve problems]])ସଂପୃକ୍ତିକୁ ଇକୋକାର୍ଡ଼ିଓଗ୍ରାମ ([[:en:echocardiogram|ultrasound of the heart|]]) ସାହାଯ୍ୟରେ ବିଦାୟ କରାଯାଏ । <ref name=Kin2012/>
 
== ଆଧାର ==