"ଟ୍ରିଚିନୋସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଧିକ ତ‌ଥ୍ୟ ଦିଆଗଲା
(ଅଧିକ ତ‌ଥ୍ୟ ଦିଆଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଅସିଦ୍ଧ ଟ୍ରିଚିନେଲା [[ସିସ୍ଟ]] ([[:en:Microbial cyst|cysts]]) ଥିବା ମାଂସ ଖାଇଲେ ଏହି ରୋଗ ବ୍ୟାପେ ।<ref name=CDC2013DP/> ଅଧିକାଂଶ ସମୟରେ ଘୁଷୁରୀ ମାଂସ ଓ ବେଳେ ବେଳେ ଭାଲୁ ଓ କୁକୁର ମାଂସ ଖାଇଲେ ଏହି ରୋଗ ହୁଏ ।<ref>{{cite book|last1=Cook|first1=Gordon Charles|last2=Zumla|first2=Alimuddin|title=Manson's Tropical Diseases|date=2009|publisher=Elsevier Health Sciences|isbn=1416044701|page=325|url=https://books.google.ca/books?id=CF2INI0O6l0C&pg=PA325|language=en}}</ref> ଅନେକ ଟ୍ରିଚିନେଲା ସବଟାଇପ ଯେପରିକି [[ଟ୍ରିଚିନେଲା ସ୍ପାଇରାଲିସ]] ଯୋଗୁ ମଧ୍ୟ ରୋଗ ହୁଏ ।<ref name=CDC2013DP/> ପାକସ୍ଥଳୀରେ ସିସ୍ଟରୁ [[ଲାର୍ଭା]] ବାହାରେ&nbsp;।<!-- <ref name=CDC2013DP/> --> ଏହି ଲାର୍ଭା ଅନ୍ତନଳୀ କାନ୍ଥରେ ପଶି ସେଠାରେ ବୟଃପ୍ରାପ୍ତ ହୁଅନ୍ତି । <!-- <ref name=CDC2013DP/> --> ଏକ ସପ୍ତାହ ପରେ ଏମାନେ ଲାର୍ଭା ଛାଡ଼ନ୍ତି ଯାହା ସ୍ଥାନାନ୍ତର ହୋଇ ରେଖାକୃତ ମାଂସପେଶୀକୁ [[:en:Striated muscle tissue|voluntarily controlled muscles]] ଯାଇ ସେଠାରେ ସିସ୍ଟ ସୃଷ୍ଟି କରନ୍ତି ।<!-- <ref name=CDC2013DP/> --> ଲକ୍ଷଣ ଦେଖି ରୋଗ ସନ୍ଦେହ କଲା ପରେ [[ସେରୋଲୋଜି]] ([[:en:serology|antibodies in the blood]]) ପରୀକ୍ଷାରୁ ବା [[ତନ୍ତୁ ବାୟୋପ୍ସି]] ([[:en:tissue biops|tissue biopsybiops]]) କରି ସେଥିରେ ଲାର୍ଭା ପାଇଲେ ସନ୍ଦେହ ନିଧାର୍ଯ୍ୟରେ ପରିଣତ ହୁଏ ।<ref name=CDC2013DP/>
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଏହି ରୋଗୁ ରକ୍ଷା ପାଇବା ନିମନ୍ତେ ମାଂସକୁ ଉତ୍ତମ ରୂପେ ସିଝେଇ ଖାଇବାକୁ ହୁଏ ।<!-- <ref name=CDC2013Pre/> --> [[ଖାଦ୍ୟ ଥର୍ମୋମିଟର]] ([[:en:food thermometer|food thermometer]]) ସାହାଯ୍ୟରେ ମାଂସ ଭିତରର ଉତ୍ତାପ ଯଥେଷ୍ଟ କି ନୁହେଁ ଜଣାଯାଇପାରେ । <ref name=CDC2013Pre>{{Cite web|title = CDC - Trichinellosis - Prevention & Control|url = http://www.cdc.gov/parasites/trichinellosis/prevent.html|website = www.cdc.gov|accessdate = 2015-07-25}}</ref> [[ଆଲବେଣ୍ଡାଜୋଲ]] ବା [[ମେବେଣ୍ଡାଜୋଲ]] ଭଳି ପରଜୀବୀ ବିରୋଧୀ ଔଷଧ ଦେଇ ଚିକିତ୍ସା କରାଯାଏ ।<!-- <ref name=CDC2013Tx/> --> ଶୀଘ୍ର ଚିକିତ୍ସା କଲେ ବୟଃପ୍ରାପ୍ତ ପରଜୀବୀ ମରିଯିବାଦ୍ୱାର ଲକ୍ଷଣ ଅଧିକ ଖରାପ ହେବାରୁ ରକ୍ଷା ମିଳେ ।<!-- <ref name=CDC2013Tx/> --> ଉଭୟ ଔଷଧ ନିରାପଦ ବିବେଚିତ ହେଉଥିଲେ ମଧ୍ୟ ଅସ୍ଥି ମଜ୍ଜା ଦମନ ([[:en:bone marrow suppression|bone marrow suppression]]) କରେ ।<!-- <ref name=CDC2013Tx/> --> ଗର୍ଭାବସ୍ଥା ଓ ୨ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଉପ‌ଯୁକ୍ତ ଅନୁଶୀଳନ କରାଯାଇ ନ ଥିଲେ ମଧ୍ୟ ନିରାପଦ ଜଣାଯାଆନ୍ତି ।<!-- <ref name=CDC2013Tx/> --> କେଶ୍ ସାଂଘାତିକ ହୋଇଥିଲେ ସ୍ଟିରଏଡ ଦିଆଯାଇପାରେ । <ref name=CDC2013Tx>{{Cite web|title = CDC - DPDx - Trichinellosis - Treatment Information|url = http://www.cdc.gov/dpdx/trichinellosis/tx.html|website = www.cdc.gov|accessdate = 2015-07-25}}</ref> ଚିକିତ୍ସା ନ ପାଇଲେ ମଧ୍ୟ ୩ ମାସ ମଧ୍ୟରେ ଏହି ରୋଗ ଲକ୍ଷଣମାନଙ୍କର ଉପଶମ ହେବା ଦେଖାଯାଏ ।<ref name=Mason2014/>
 
== ଆଧାର ==
୧୧,୪୪୩

ଗୋଟି ସମ୍ପାଦନା