"ଟ୍ରିଚିନୋସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Trichinosis}}
{{distinguish|ଟ୍ରାଇକୋମୋନିଆସିସ|ଟ୍ରାଇଚୁରିଆସିସ}}
{{Infobox medical condition |
Name = ଟ୍ରିଚିନୋସିସ|
Image = Trichinella HBb.jpg|
Caption = ଭାଲୁ ମାଂସ ଭିତରେ ଟ୍ରିଚିନେଲା ଲାର୍ଭା ଦେଖାଯାଉଛି ଯାହା ପେପସିନ‌ଦ୍ୱାରା ଆଂଶିକ ହଜମ ହୋଇଯାଇଛି । Trichinella [[larvae]] in pressed bear meat, partially digested with [[pepsin]]. The classic coil shape is visible.|
Field = ସଂକ୍ରାମକ ରୋଗ ([[Infectious disease (medical specialty)|Infectious disease]])|
synonyms = ଇଂରାଜୀ ପ୍ରତିଶବ୍ଦ - trichinellosis, trichiniasis |
୨୦ କ ଧାଡ଼ି:
'''ଟ୍ରିଚିନୋସିସ''' (ଇଂରାଜୀ ଭାଷାରେ '''Trichinosis''') ଏକ [[ପରଜୀବୀ ରୋଗ]] ([[:en:parasitic disease|parasitic disease]]) ଯାହା ଟ୍ରିଚିନେଲା ([[:en:Trichinella|Trichinella]]) ପରଜୀବୀଦ୍ୱାରା ସୃଷ୍ଟି ହୁଏ ।<!-- <ref name=CDC2013DP/> --> ଅନ୍ତନଳୀରେ ପ୍ରାରମ୍ଭିକ ସଂକ୍ରମଣ ସମୟରେ [[ତରଳ ଝାଡ଼ା]], ପେଟ ଯନ୍ତ୍ରଣା ([[:en:abdominal pain|abdominal pain]]) ଓ [[ବାନ୍ତି]] ହୁଏ ।<!-- <ref name=CDC2013DP/> --> ସଂକ୍ରମଣ ହେବାର ଏକ ସପ୍ତାହ ପରେ ଏହାର ଲାର୍ଭା ସ୍ଥାନାନ୍ତର ହୋଇ ମାଂସପେଶୀକୁ ଗଲେ ମୁହଁ [[ଇଡିମା]]/ଫୁଲା, [[ନେତ୍ରାବରଣ ପ୍ରଦାହ|ଆଖିଧରା]], [[ଜ୍ୱର]], ମ୍ୟାଲଜିଆ/ମାଂସପେଶୀରେ ଯନ୍ତ୍ରଣା ([[:en:myalgia|muscle pains]]) ଓ [[ରାସ]] ([[:en:rash|rash]]) ହୁଏ ।<!-- <ref name=CDC2013DP/> --> କିଛି ସଂକ୍ରମଣ ଲକ୍ଷଣହୀନ ମଧ୍ୟ ହୁଏ । <!-- <ref name=CDC2013DP/> --> ସଂକ୍ରମଣ ଜଟିଳ ହେଲେ [[ମାୟୋକାର୍ଡ଼ାଇଟିସ]] ([[:en:myocarditis|inflammation of heart muscle]]), [[କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ]]ରେ ସମସ୍ୟା ଓ [[ନିମୋନିଆ]] ହୁଏ&nbsp;।<ref name=CDC2013DP>{{Cite web|title = CDC - DPDx - Trichinellosis - index|url = http://www.cdc.gov/dpdx/trichinellosis/index.html|website = www.cdc.gov|accessdate = 2015-07-19}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଅସିଦ୍ଧ ଟ୍ରିଚିନେଲା ସିସ୍ଟ ([[Microbial cyst|cysts]]) ଥିବା ମାଂସ ଖାଇଲେ ଏହି ରୋଗ ବ୍ୟାପେ ।<ref name=CDC2013DP/> ଅଧିକାଂଶ ସମୟରେ ଘୁଷୁରୀ ମାଂସ ଓ ବେଳେ ବେଳେ ଭାଲୁ ଓ କୁକୁର ମାଂସ ଖାଇଲେ ଏହି ରୋଗ ହୁଏ ।<ref>{{cite book|last1=Cook|first1=Gordon Charles|last2=Zumla|first2=Alimuddin|title=Manson's Tropical Diseases|date=2009|publisher=Elsevier Health Sciences|isbn=1416044701|page=325|url=https://books.google.ca/books?id=CF2INI0O6l0C&pg=PA325|language=en}}</ref> ଅନେକ ଟ୍ରିଚିନେଲା ସବଟାଇପ ଯେପରିକି [[ଟ୍ରିଚିନେଲା ସ୍ପାଇରାଲିସ]] ଯୋଗୁ ମଧ୍ୟ ରୋଗ ହୁଏ ।<ref name=CDC2013DP/> ପାକସ୍ଥଳୀରେ ସିସ୍ଟରୁ ଲାର୍ଭା ବାହାରେ&nbsp;।<!-- <ref name=CDC2013DP/> --> ଏହି ଲାର୍ଭା ଅନ୍ତନଳୀ କାନ୍ଥରେ ପଶି ସେଠାରେ ବୟଃପ୍ରାପ୍ତ ହୁଅନ୍ତି । <!-- <ref name=CDC2013DP/> --> ଏକ ସପ୍ତାହ ପରେ ଏମାନେ ଲାର୍ଭା ଛାଡ଼ନ୍ତି ଯାହା ସ୍ଥାନାନ୍ତର ହୋଇ ରେଖାକୃତ ମାଂସପେଶୀକୁ [[Striated muscle tissue|voluntarily controlled muscles]] ଯାଇ ସେଠାରେ ସିସ୍ଟ ସୃଷ୍ଟି କରନ୍ତି ।<!-- <ref name=CDC2013DP/> --> ଲକ୍ଷଣ ଦେଖି ରୋଗ ସନ୍ଦେହ କଲା ପରେ [[ସେରୋଲୋଜି]] ([[serology|antibodies in the blood]]) ପରୀକ୍ଷାରୁ ବା [[ତନ୍ତୁ ବାୟୋପ୍ସି]] ([[tissue biopsy]]) କରି ସେଥିରେ ଲାର୍ଭା ପାଇଲେ ସନ୍ଦେହ ନିଧାର୍ଯ୍ୟରେ ପରିଣତ ହୁଏ ।<ref name=CDC2013DP/>
 
== ଆଧାର ==
{{ଆଧାର}}