"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ନିର୍ବାଚନ ମଣ୍ଡଳି +ନିର୍ବାଚନ ମଣ୍ଡଳୀ)
ଟିକେ + ଆଧାର
୧୭ କ ଧାଡ଼ି:
| longEW = E
| coordinates_display = inline,title
|map_caption = [[ଓଡ଼ିଶା|ଓଡ଼ିଶାରେ]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ|ବିଧାନ ସଭା]]
| seat = ୯ଟି ଆସନ {{collapsible list|title={{nbsp}}|୧. ଜଶିପୁର[[ଜଶୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଜଶୀପୁର]] (୦୨୬)
୨. ରସକଣା[[ସାରସକଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ସାରସକଣା]] (୦୨୭)
୩. [[ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରାଇରଙ୍ଗପୁର]] (୦୨୮)
୪. ବାଙ୍ଗିରିପୋଶି[[ବାଙ୍ଗିରିପୋଷି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାଙ୍ଗିରିପୋଷି]] (୦୨୯)
୫. [[କରଞ୍ଜିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କରଞ୍ଜିଆ]] (୦୩୦)
୬. [[ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଉଦଳା]] (୦୩୧)
୭. [[ବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବଡ଼ସାହି]] (୦୩୨)
୮. [[ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାରିପଦା]] (୦୩୩)
୯. [[ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମୋରଡ଼ା]] (୦୩୪)}}
|subdivision_type = ଦେଶ
|subdivision_name = [[ଭାରତ]]
୫୬ କ ଧାଡ଼ି:
| registration_plate = OR-11 XXXX /OD-11 XXXX
|blank_name_sec1 = ଜିଲ୍ଲାପାଳ
|blank_info_sec1= ରାଜେଶ ପ୍ରଭାକର ପାଟିଲ
| website = {{official|mayurbhanj.nic.in}}

୬୩ କ ଧାଡ଼ି:

== ଇତିହାସ ==
ମୟୂରଭଞ୍ଜ ହେଉଛି [[ଓଡ଼ିଶା]]ରଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ [[ମୟୁରଭଞ୍ଜ ରାଜ୍ୟ|ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ]] ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।

ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ମଧ୍ୟ ମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । [[ମୟୂର]] ଥିଲା ରାଜବଂଶର ସଙ୍କେତ ଏବଂ ରାଜାମାନେ ଥିଲେ '''ଭଞ୍ଜବଂଶ'''। ତେଣୁ ତାହା ପରେ ମୟୂରଭଞ୍ଜ ନାମରେ ପରିଚିତ ହେଲା ।

ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
ଭାଷାକୋଷରେ ମୟୁରଭଞ୍ଜର ନାମ ସଂମ୍ପର୍କରେସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା '''ମୟୂରଧ୍ଵଜ''' । ସେହି 'ମୟୂରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ '''ମୟୂରଭଞ୍ଜ '''ହେଇଥିଲା ।

== ଭୂଗୋଳ ==
୮୧ କ ଧାଡ଼ି:
** ମହିଳା: ୫୩.୧୮%

[[ଓଡ଼ିଶା|ଓଡ଼ିଶାରେ]] ବାସ କରୁଥିବା ୬୨ପ୍ରକାର [[ଅନୁସୂଚିତ ଜନଜାତି]] ମଧ୍ୟରୁ ୫୩ପ୍ରକାର [[ଅନୁସୂଚିତ ଜନଜାତି]] ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ/ ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ/ ଲୋଧା ।

[[ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲା]]