"ଦଶିପୋକ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୧ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଦଶିପୋକର ଅଣ୍ଡା ଯୋଗୁ ଏହି ରୋଗ ବ୍ୟାପେ । <!-- <ref name=CDC2013Fact/> --> ଦଶିପୋକ ମଳଦ୍ୱାର ଚାରିପାଖେ ଅଣ୍ଡା ଦିଏ ଯାହା ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିରହନ୍ତି ।<!-- <ref name=CDC2013Fact/> --> ହାତ, ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ମାଧ୍ୟମରେ ମନୁଷ୍ୟ ଖାଏ ।<!-- <ref name=CDC2013Fact/> --> ସ୍କୁଲ ପିଲା, ଅନୁଷ୍ଠାନରେ ରହୁଥିବା ଲୋକ ଓ ସଂକ୍ରମିତ ରୋଗୀଙ୍କ ସେବା କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ରହେ ।<!-- <ref name=CDC2013Fact/> --> କୌଣସି ପଶୁଙ୍କଦ୍ୱାରା ରୋଗ ବ୍ୟାପେ ନାହିଁ ।<ref name=CDC2013Fact/> [[ଅଣୁବୀକ୍ଷଣ]]ରେ ଏହାର ଅଣ୍ଡା ଦେଖି ବା ଏକ ସେ:ମି: ଲମ୍ବର ଏହି ପରଭୋଜୀକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ । <ref name=CDC2013Fact/><ref>{{cite web|title=Biology|url=https://www.cdc.gov/parasites/pinworm/biology.html|website=CDC|accessdate=16 October 2016|date=10 January 2013}}</ref>
 
<!-- ଚିକିତ୍ସା -->
ଏହି ରୋଗ ନିମନ୍ତେ ମିଳୁଥିବା [[ମେବେଣ୍ଡାଜୋଲ]], [[ପାଇରାଣ୍ଟେଲ ପାମୋଏଟ]] ([[:en:pyrantel pamoate|pyrantel pamoate]]) ବା [[ଆଲବେଣ୍ଡାଜୋଲ]] ମଧ୍ୟରୁ ଗୋଟିଏ ଔଷଧର ଦୁଇ ମାତ୍ରା/ଡୋଜ ଦୁଇ ସପ୍ତାହ ଅନ୍ତରରେ ଦିଆଯାଏ ।<ref name=CDC2016Tx>{{cite web|title=Treatment|url=https://www.cdc.gov/parasites/pinworm/treatment.html|website=CDC|accessdate=16 October 2016|date=23 September 2016}}</ref> ରୋଗୀ ସ‌ହିତ ବାସ କରୁଥିବା ବା ତାହାର ଯତ୍ନ ନେଉଥିବା ସମସ୍ତ ଲୋକଙ୍କୁ ଏହି ଔଷଧ ଦିଆଯାଏ ।<!-- <ref name=CDC2013Fact/> --> ପ୍ରତ୍ୟେକ ଡୋଜ ଖାଇସାରିବା ପରେ ବ୍ୟକ୍ତିଗତ ସମସ୍ତ ବ୍ୟବ‌ହୃତ ଜିନିଷ ଗରମ ପାଣିରେ ଧୋଇବାକୁ ଉପଦେଶ ଦିଆଯାଏ ।<!-- <ref name=CDC2013Fact/> --> ଉତ୍ତମ ହସ୍ତ ପ୍ରକ୍ଷାଳନ ([[:en:handwashing|handwashing]]), ସବୁଦିନ ସକାଳେ ସ୍ନାନ ଓ ପ୍ରତିଦିନ ଅନ୍ତବସ୍ତ୍ର ([[:en:underwear|underwear]]) ବଦଳେଇଲେ ପୁନଃ ସଂକ୍ରମଣ ପ୍ରତିରୋଧ କରିହୁଏ । <ref name=CDC2013Fact/>
 
== ଆଧାର ==