"ଦଶିପୋକ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଦଶିପୋକ ସଂକ୍ରମଣ''' (ଇଂରାଜୀରେ '''Pinworm infection''' ବା ଏଣ୍ଟେରୋବାଏସିସ/ '''enterobiasis''', ଏକ ପ୍ରକାର ମାନବ ପରଭୋଜୀ ରୋଗ ([[:en:human parasitic disease|human parasitic disease]]) ଯାହା ପିନ‌ୱର୍ମ ([[:en:pinworm (parasite)|pinworm]]) (ପ୍ରତିଶବ୍ଦ ଥ୍ରେଡ‌ୱର୍ମ, ସିଟ‌ୱର୍ମ) ପରଭୋଜୀ ଯୋଗୁ ହୁଏ ।<ref name=St2009>{{cite journal|last1=Stermer|first1=E|last2=Sukhotnic|first2=I|last3=Shaoul|first3=R|title=Pruritus ani: an approach to an itching condition.|journal=Journal of pediatric gastroenterology and nutrition|date=May 2009|volume=48|issue=5|pages=513-6|pmid=19412003}}</ref> ଏହି ରୋଗ ହେଲେ ସାଧାରଣତଯ ମଳଦ୍ୱାର ([[:en:anus|anal]]) ପାଖରେ ଗଲୁ ([[:en:itch|itch]]) କରେ ।<!-- <ref name=CDC2013Fact/> --> ଏହି ଗଲୁ ଯୋଗୁ ଶୟନରେ ବାଧା ହୁଏ ।<ref name=CDC2013Fact>{{cite web|title=Pinworm Infection FAQs|url=https://www.cdc.gov/parasites/pinworm/gen_info/faqs.html|website=CDC|accessdate=16 October 2016|date=10 January 2013}}</ref> ଏହି ପରଭୋଜୀର ଅଣ୍ଡା ଖାଦ୍ୟ ସ‌ହ ମିଶି ଦେହକୁ ଯିବାର ୪-୮ସପ୍ତାହ ପରେ ଦେହ ଭିତରେ ଅଣ୍ଡାରୁ ଛୁଆ ହୋଇ ତାହାର ଅଣ୍ଡା ମଳଦ୍ୱାର ଚାରିପାଖରେ ଦେଖାଯାଏ ।<ref name=CDC2015Epi>{{cite web|title=Epidemiology & Risk Factors|url=https://www.cdc.gov/parasites/pinworm/epi.html|website=CDC|accessdate=16 October 2016|date=10 January 2013}}</ref> କେତେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ଲକ୍ଷଣହୀନ ହୁଅନ୍ତି &nbsp;।<ref name=CDC2013Fact/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଦଶିପୋକର ଅଣ୍ଡା ଯୋଗୁ ଏହି ରୋଗ ବ୍ୟାପେ । <!-- <ref name=CDC2013Fact/> --> ଦଶିପୋକ ମଳଦ୍ୱାର ଚାରିପାଖେ ଅଣ୍ଡା ଦିଏ ଯାହା ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିରହନ୍ତି ।<!-- <ref name=CDC2013Fact/> --> ହାତ, ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ମାଧ୍ୟମରେ ମନୁଷ୍ୟ ଖାଏ ।<!-- <ref name=CDC2013Fact/> --> ସ୍କୁଲ ପିଲା, ଅନୁଷ୍ଠାନରେ ରହୁଥିବା ଲୋକ ଓ ସଂକ୍ରମିତ ରୋଗୀଙ୍କ ସେବା କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ରହେ ।<!-- <ref name=CDC2013Fact/> --> କୌଣସି ପଶୁଙ୍କଦ୍ୱାରା ରୋଗ ବ୍ୟାପେ ନାହିଁ ।<ref name=CDC2013Fact/> [[ଅଣୁବୀକ୍ଷଣ]]ରେ ଏହାର ଅଣ୍ଡା ଦେଖି ବା ଏକ ସେ:ମି: ଲମ୍ବର ଏହି ପରଭୋଜୀକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ । <ref name=CDC2013Fact/><ref>{{cite web|title=Biology|url=https://www.cdc.gov/parasites/pinworm/biology.html|website=CDC|accessdate=16 October 2016|date=10 January 2013}}</ref>
 
== ଆଧାର ==