"ଟ୍ରିକୋଟିଲୋମାନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
 
୨୫ କ ଧାଡ଼ି:
 
<!-- ଚିକିତ୍ସା, ରୋଗାନୁଶୀଳନ ଓ ଇତିହାସ -->
ଏହି ରୋଗରେ କଗନିଟିଭ ବିହେଭିଅରାଲ ଥେରାପି ([[:en:cognitive behavioral therapy|cognitive behavioral therapy]]) ଚିକିତ୍ସା କରାଯାଏ ।<!-- <ref name="Huynh2013"/> --> କ୍ଲୋମିପ୍ରାମିନ ([[:en:clomipramine|clomipramineକ୍ଲୋମିପ୍ରାମିନ]]) ଔଷଧ ସାହାଯ୍ୟକାରୀ ହୋଇପାରେ ।<ref name="Huynh2013">{{cite journal |vauthors=Huynh M, Gavino AC, Magid M |title=Trichotillomania |journal=Semin Cutan Med Surg |volume=32|issue=2|pages=88–94|date=June 2013|pmid=24049966}}</ref> ଜନସଂଖ୍ୟାର ୧-୪% ଲୋକ ଏ ରୋଗଦ୍ୱାରା ଆକ୍ରାନ୍ତ ହେବା ହିସାବରୁ ଜଣାଯାଏ ।<ref name="Huynh2013"/><ref name=Fran2011/> ଟ୍ରିକୋଟିଲୋମାନିଆ ସାଧାରଣତଃ ପିଲାଦିନେ ଆରମ୍ଭ ହୁଏ ।<ref name=Fran2011/> ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।<ref name=DSM5/> ଟ୍ରିକୋଟିଲୋମାନିଆ ଶବ୍ଦ ସନ ୧୮୮୯ରେ ଫ୍ରଙ୍କଏସ ହେନରି ହାଲୋପୋ ([[:en:François Henri Hallopeau|François Henri Hallopeau]]) ସୃଷ୍ଟି କରିଥିଲେ, ପୁରାତନ [[ଗ୍ରୀକ ଭାଷା]]ର ଶବ୍ଦତ୍ରୟ (θρίξ/τριχ- ''thrix''ର ଅର୍ଥ ବାଳ, τίλλειν ''tíllein''ର ଅର୍ଥ ଟାଣିବା, ଓ μανία ''[[:en:mania|mania]]''ର ଅର୍ଥ ପାଗଳାମି) ମିଶି ଏହି ଶବ୍ଦ ତିଆରି ହୋଇଛି ।<ref>{{cite book|last1=Aboujaoude|first1=Elias|title=Compulsive Acts: A Psychiatrist's Tales of Ritual and Obsession|date=2008|publisher=University of California Press|isbn=9780520255678|page=42|url=https://books.google.ca/books?id=H5Jt1vTO1VgC&pg=PA42|language=en}}</ref>
 
== ଆଧାର ==