"ଜାନକୀ ଅମ୍ମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Janaki Ammal}}
{{Infobox scientist
|name = ଜାନକୀ ଆମ୍ମାଲ<br/>ജാനകി അമ്മാൾଅମ୍ମାଲ
|image = Janaki Ammal.jpg
|caption = ଜାନକୀ ଆମ୍ମାଲ
|birth_date = {{Birth date|1897|11|4|df=yes}}
|birth_place = [[Tellicherry]], [[Keralaକେରଳ]]
|death_date = February 1984{{Death (ageddate 87)and age|df=yes|1984|2|7|1897|11|4}}
|death_place =
|residence = [[India]]
|nationality = [[Indiaଭାରତ|ଭାରତୀୟ]]n
|field = [[Botanyଉଦ୍ଭିଦ ବିଜ୍ଞାନ]], [[Cell biology|Cytology]]
|work_institution = [[University Botany Laboratory]], [[Madras]]
|alma_mater =
୧୭ କ ଧାଡ଼ି:
|known_for =
|prizes =
|religion = [[Hinduismହିନ୍ଦୁ ଧର୍ମ|ହିନ୍ଦୁ]]
|footnotes =
}}
'''ଜାନକୀ ଆମ୍ମାଲଅମ୍ମାଲ ଏଡାଭଲେଥ କକ୍କଟ''' (୪ ନଭେମ୍ବର ୧୮୯୭ – ୭ ଫେବୃଆରୀ ୧୯୮୪) ଜଣେ ଭାରତୀୟ ମହିଳା ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଥିଲେ ଯିଏ [[ସାଇଟୋଜେନେଟିକ୍ସ]] ଓ [[ଭୁଗୋଳ]] ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ<ref name=ias>{{cite web|last=C.V|first=Subramanyan|title=Janaki Ammal|url=http://www.ias.ac.in/womeninscience/Janaki.pdf|publisher=Indian Association of Scientists|accessdate=20 October 2012}}</ref> । ତାଙ୍କର ଉଲ୍ଲେଖନୀୟ ଅବଦାନ [[ବାଇଗଣ]] ଓ [[ଆଖୁ]] ଉପରେ ପର୍ଯ୍ୟବେଶିତ ଥିଲା । କେରଳରୁ ସେ ଅନେକ ମୂଲ୍ୟବାନ [[ଔଷଧୀୟ ବୃକ୍ଷ]] ସଂଗ୍ରହ କରିଥିଲେ ।
== ପ୍ରାକ ଜୀବନ ==
କେରଳର ତଲସେରିରେ ( ପୁରୁଣା ତେଲିଚେରି) ଜାନକୀ ଆମ୍ମାଲ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ<ref>{{cite web|last=Subramanian|first=C V|title=Edavaleth Kakkat Janaki Ammal&nbsp;— IAS Women in Science|url=http://www.ias.ac.in/womeninscience/Janaki.pdf|publisher=Indian Academy of Sciences|accessdate=22 December 2012}}</ref> । ତାଙ୍କର ପିତା ଦିଵାନ ବାହାଦୂରଏଡାଭାଲେଥ କକ୍କଟ କ୍ରିଷ୍ନନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ସବ ଜଜ ଥିଲେ । ତାଙ୍କର ୬ ଭାଇ ଓ ୫ ଭଉଣୀ ଥିଲେ । ପରିବାରରେ ଝିଅମାନଙ୍କୁ ବୌଦ୍ଧିକ ଚିନ୍ତାଧାରା ଓ [[ସୂକ୍ଷ୍ମ କଳା]] ବିଷୟରେ ଆଗେଇବାକୁ ଉତ୍ସାହିତ କରାଯାଉଥିଲା । ତେଲିଚେରିରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ କୁଇନ୍ସମେରୀ କଲେଜରୁ ସ୍ନାତକ ହେଲେ ଓ ୧୯୨୧ ମସିହାରେ ପ୍ରେସିଡେନ୍ସି କଲେଜରୁ ପ୍ରାଣୀ ବିଜ୍ଞାନରେ ସମ୍ମାନ ଲାଭ କଲେ । ତାଙ୍କର ଶିକ୍ଷକମାନଙ୍କର ଉପଦେଶ ଅନୁସାରେ ସେ [[ସାଇଟୋଜେନେଟିକ୍ସ]] ପଢ଼ିବାକୁ ସ୍ଥିର କଲେ ।
== ବୃତ୍ତି ==
ଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା କ୍ରିସ୍ଟିଆନଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୁପେ ୧୯୩୨ ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୁପେରୂପେ ୧୯୩୪ ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିସ୍ଟସାଇଟୋଲଜିଷ୍ଟ ରୁପେରୂପେ ୧୯୪୦ ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ଵିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ । <br />
 
ଜଵାହର ଲାଲଜବାହରଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ ରେ ବୋଟନିକାଲ ସର୍ଭେ ଅଫ ଇନ୍ଡିଆଇଣ୍ଡିଆ ଅନୁସ୍ଠାନକୁଅନୁଷ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ<ref>{{cite news|title=Seminar to remember woman scientist|url=http://www.hindu.com/2010/10/27/stories/2010102758040300.htm|accessdate=10 August 2013|newspaper=The Hindu|date=27 October 2010}}</ref> । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ<ref>{{cite news|title=Vice-President to open Inter-University Centre for Biosciences|url=http://www.thehindu.com/news/national/kerala/article496900.ece|accessdate=10 August 2013|newspaper=The Hindu|date=2 July 2010}}</ref> । <br />
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁସ୍ଠାନରେଅନୁଷ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିସ୍ଟସାଇଣ୍ଟିଷ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ସ୍ଟଡିଷ୍ଟଡି ଅନୁସ୍ଠାନରେଅନୁଷ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।
== ଗବେଷଣା ==
ଜାନକୀ ଇଂଲଣ୍ଡରେ ଥିଲାବେଳେ (୧୯୩୯ ରୁ ୧୯୫୦) ଅନେକ ବଗିଚା ଗଛର କ୍ରୋମୋଜୋମ ଅନୁଶୀଳନ କରିଥିଲେ । ବିଭିନ୍ନ ସ୍ପେସିଜମାନଙ୍କର ବିବର୍ତ୍ତନ ପ୍ରକ୍ରିୟା ଉପରେ ତାଙ୍କର ଗବେଷଣା ଆଲୋକପାତ କରିଥିଲା । ଏହି ବିଷୟ ନେଇ ସି.ଡି.ଡାରିଙ୍ଗଟନଙ୍କ ସହ ମିଶି କ୍ରୋମୋଜୋମ୍ ଆଟଲାସ ଅଫ୍ କଲ୍ଟିଭେଟେଡ ପ୍ଲାଣ୍ଟସ ନାମକ ଏକ ବହି ରଚନା କରିଥିଲେ । ଔଷଧୀୟ ଗୁଳ୍ମ ବ୍ୟତୀତ ସୋଲାନମ, ଦୁଦୁରା, ମେନ୍ଥା, ସିମ୍ବୋପୋଗୋନ୍ ଓ ଡାୟୋସ୍କୋରିଆ ବିଷୟରେ କାମ କରିଥିଲେ । ଥଣ୍ଡା, ଆର୍ଦ୍ର ଜଳବାୟୁରେ ହେଉଥିବା ଗଛ ଓ ଥଣ୍ଡା ଶୁଷ୍କ ଜଳବାୟୁରେ ହେଉଥିବା ଗଛ ପାର୍ଥକ୍ୟ ପଲିପ୍ଲଏଡି ([[Polyploidy]]) ଯୋଗୁ ହେବା ପ୍ରତିପାଦନ କରିଥିଲେ । ଏଥନୋବୋଟାନି ([[ethnobotany]]) ଉପରେ ତାଙ୍କର ଗବେଷଣା କେନ୍ଦ୍ରୀଭୁତ ହୋଇଥିଲା । ସେ 'ମ୍ୟାଗ୍ନୋଲିଆ କୋବୁସ ଜାନକୀ ଆମ୍ମାଲ ନାମରେ ଏକ ଫୁଲ ସୃଷ୍ଟି କରିଥିଲେ ।
== ପୁରସ୍କାର ଓ ସମ୍ମାନ ==
* ୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ
* ୧୯୫୬ - ୟୁନିଭରସିଟି ଅଫ୍ ମିସିଗାନ ଦ୍ଵାରା ପ୍ରଦତ୍ତ ଅନରାରି ଏଲ୍.ଏଲ୍.ଡି.
* ୧୯୫୭ - ଫେଲୋ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମି
* ୧୯୫୭ - ଭାରତ ସରକାରଙ୍କଦ୍ଵାରା [[ପଦ୍ମଶ୍ରୀ]] ଉପାଧି
* ୨୦୦୦ - ଭାରତର ଏନ୍‌ଭିରନ ଓ ଫରେସ୍ଟ୍ରି ମନ୍ତ୍ରଣାଳାୟ ତାଙ୍କ ନାମରେ ନ୍ୟାସନାଲ ଆଵାର୍ଡ ଅଫ୍ ଟାକ୍ସୋନୋମି ପୁରସ୍କାର ଦେବା ଘୋଷଣା କରିଥିଲେ ।
== ଅନ୍ୟାନ୍ୟ ଉତ୍ସ ==
*S Kedharnath, Edavaleth Kakkat Janaki Ammal (1897–1984), ''Biographical Memoirs of Fellows of the Indian National Science Academy'', 13, pp.&nbsp;90–101, with portrait (1988).
*P Maheshwari and R N Kapil, ''Fifty Years of Science in India. Progress of Botany'', Indian Science Congress Association, Calcutta, pp.&nbsp;110, 118 (1963).
 
{{Persondata
| NAME = ଆମ୍ମାଲ ଇ.କେ.ଜାନକୀ
| ALTERNATIVE NAMES =
| SHORT DESCRIPTION = ଉଦ୍ଭିଦ ବିଜ୍ଞାନୀ
| DATE OF BIRTH = ୧୮୯୭
| PLACE OF BIRTH = ତେଲିସେରି, କେରଳ, ଭାରତ
| DATE OF DEATH = ୧୯୮୪
| PLACE OF DEATH =
}}
{{DEFAULTSORT:Ammal, E. K. Janaki}}
 
 
== ଆଧାର ==
{{ଆଧାର}}
{{Authority control}}
 
[[ଶ୍ରେଣୀ:୧୮୯୭ ଜନ୍ମ]]
[[ଶ୍ରେଣୀ:୧୯୮୪ ମୃତ୍ୟୁ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ବୈଜ୍ଞାନିକ]]