"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Refimprove|date=May 2015}}
ଚତୁର୍ଶୃଙ୍ଗୀ ମନ୍ଦିର ବୋଲି ମଧ୍ୟ କୁହାଯାଉଥିବା ଚତୁର୍ଶୃଙ୍ଗୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା [[ଭରତ]] ର [[ମହାରାଷ୍ଟ୍ର]] ରାଜ୍ୟ ର ପୁନା ସହର ରେ ଅବସ୍ଥିତ । ଏହା ସେନାପତି ବାପତ ରାସ୍ତା ସନ୍ନିକଟ ରେ ଥିବା ପାହାଡ ର ଗଡାଣି ରେ ଅବସ୍ଥିତ । କଥିତ ଅଛି ଯେ ଏହି ମନ୍ଦିର ମରାଠା ରାଜା ଶିବାଜୀ ଙ୍କ ରାଜୁତି କାଳ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
{{Infobox Mandir
| name = Chaturshringi Temple<br> Chaturshrungi Temple
| image = Chaturshringi-TempleGates.jpg
| image_alt =
| caption =
| pushpin_map = India Maharashtra
| map_caption = Location in [[Maharashtra]], India
| latd = 18 | latm = 32 | lats = 20.36 | latNS = N
| longd = 73 | longm = 49 | longs = 41.60 | longEW = E
| coordinates_region = IN
| coordinates_display= title
| other_names = Ambareshwari Temple
| proper_name = Chaturshrungi Mandir
| devanagari = श्री चतुर्श्रुंगी देवस्थान
| sanskrit_translit =
| tamil =
| marathi = श्री चतुर्श्रुंगी मंदिर
| bengali =
| country = [[India]]
| state = [[Maharashtra]]
| district =
| location = Senapati Bapat Road, [[Pune]]
| elevation_m =
| primary_deity = [[Goddess Chaturshringi]]
| important_festivals= [[Navratri]]
| architecture = West Indian
| number_of_temples =
| number_of_monuments=
| inscriptions =
| date_built = During [[Shivaji]]'s reign
| creator = Durlabhsheth Pitambardas Mahajan
| website = http://www.chattushringidevasthanpune.org
}}
 
'''ଚତୁର୍ଶୃଙ୍ଗୀ ମନ୍ଦିର''' ବୋଲି ମଧ୍ୟ କୁହାଯାଉଥିବା ଚତୁର୍ଶୃଙ୍ଗୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା [[ଭରତ]] ର [[ମହାରାଷ୍ଟ୍ର]] ରାଜ୍ୟ ର ପୁନା ସହର ରେ ଅବସ୍ଥିତ । ଏହା ସେନାପତି ବାପତ ରାସ୍ତା ସନ୍ନିକଟ ରେ ଥିବା ପାହାଡ ର ଗଡାଣି ରେ ଅବସ୍ଥିତ । କଥିତ ଅଛି ଯେ ଏହି ମନ୍ଦିର ମରାଠା ରାଜା ଶିବାଜୀ ଙ୍କ ରାଜୁତି କାଳ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
 
ଚତୁର୍ଶୃଙ୍ଗୀ  କହିଲେ ପ୍ରକୃତ ରେ ଚାରି ଟି ର୍ଶୃଙ୍ଗୀ ( peaks) ଥିବା ପର୍ବତ କୁ ବୁଝାଏ । ଏହି ଚତୁର୍ଶୃଙ୍ଗୀ ମନ୍ଦିର ର ଉଛତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ବାସ ତଥା ପରମ ଶକ୍ତି କୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀ ଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣ ରେ ଦେବୀ ଦୂର୍ଗା ତଥା ଭଗବାନ ଗଣେଶ ଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକ ଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡ ରେ ୪ ଟି ର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜ ଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ ।