"ଜାପାନୀ ଧର୍ମକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪ କ ଧାଡ଼ି:
 
== ସର୍ଜନା କଥା ==
[[ଫାଇଲ:Kobayashi Izanami and izanagi.jpg|ଫ୍ରେମକରା|477x477_ପିକସେଲ572x572px|ଇଜାନାଗୀ ଓ ଇଜାନାମୀ]]
ଜାପାନୀ ସର୍ଜନା କଥାଗୁଡ଼ିକରେ ସୃଷ୍ଟିର ନିର୍ମାଣକାଳରେ ଜାତ ହୋଇଥିବା ପ୍ରଥମ ଦେବତାଙ୍କୁ ମିଳିତ ଭାବେ '''କୋଟୋମାତ୍ସୁକାମି''' କୁହାଯାଏ । ତାହା ପରେ ସ୍ୱର୍ଗ ଓ ପୃଥିବୀର ସର୍ଜନା ହୋଇଥିଲା । ପରେ ପରେ, କାମିଙ୍କର ସାତ ବଂଶ, ବା କାମିୟୋନାନାୟୋ ଉଦ୍ଭବ ହେବାର ବର୍ଣ୍ଣନା ରହିଛି । ପ୍ରଥମ ଦୁଇ ବଂଶଙ୍କୁ '''ହିତୋରିଗାମି''' କୁହାଯାଏ । ତାଙ୍କ ପର ପାଞ୍ଚଗୋଟି ବଂଶ ପୁରୁଷ/ସ୍ତ୍ରୀ ଭାବେ ଜନ୍ମ ହୋଇଥିଲେ - ଏମାନେ ଭାଇ ଭଉଣୀ ହେବା ସହ ବିବାହିତ ଯୋଡ଼ି ମଧ୍ଯ ଥିଲେ ବୋଲି ବିଶ୍ୱାସ ରହିଛି ।