"ଆନା ସାଗର ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୧ କ ଧାଡ଼ି:
 
== ପର୍ଯ୍ୟଟନ  ==
ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ସ୍ଥାନ । ଏହି ହ୍ରଦ ର ନିକଟ ରେ ଅବସ୍ଥିତ ପାହାଡ ଉପରେ ଏକ ସର୍କିଟ ହାଉସ ରହିଛି । ଏହି ସର୍କିଟ ହାଉସ ବ୍ରିଟିଶ ମାନଙ୍କ ଶାସନ ସମୟ ରେ ନିର୍ମିତ ହେଇଥିଲା । ହ୍ରଦ ମଧ୍ୟ ରେ ଥିବା ଦ୍ଵିପ କୁ ବୋଟ ସାହାଯ୍ୟ ରେ ଯିବାର ସୁବିଧା ରହିଛି । ଏହି ହ୍ରଦ ର ସୁନ୍ଦରତା କୁ ବଜାୟ ରଖିବାକୁ ଏହା ନିକଟବର୍ତୀ ଅଞ୍ଚଳ ରେ ନୂତନ ନିର୍ମାଣ କୁ ହାଇ କୋର୍ଟ ବନ୍ଦ କରିଛନ୍ତି । 
 
'''== କିମ୍ବଦନ୍ତୀ <br> ==
'''ଲୋକ କଥା ରେ ପ୍ରଚଳିତ ଅଛି , ଯେତେବେଳେ ମୁସଲିମ ସନ୍ଥ ମୋଇନୁଦ୍ଦିନ ଚୃଷ୍ଟି ତାଙ୍କର ସହଚର ମାନଙ୍କ ସହ ଏହି ହ୍ରଦ ଭ୍ରମଣ ରେ ଆସିଲେ ତାଙ୍କୁ ଏହି ହ୍ରଦ ର ପାଣି ବ୍ୟବହାର କରିବାକୁ ବାରଣ କରାଗଲା । ସେ ଗୋଟିଏ କପ ରେ ପଣି ମାଗିଲେ । ତାହା ତାଙ୍କୁ ଦିଅ ଯିବା ପରେ ସେ ସେଇ ପାଣି ପିଇବା ପରେ ଦେଖାଗଲା ପୁରା ହ୍ରଦ ର ପାଣି ଶୁଖିଗଲା । ଏହା ପରେ ଲୋକ  ମାନେ ମାଫି ମାଗି ତାଙ୍କୁ ଅନୁରୋଧ କରିବାରୁ  ସେ ପୁଣି ହ୍ରଦ ରେ ଜଳ ଭର୍ତି ହେଇଯିବାକୁ ଆଦେଶ ଦେଲେ । ସେହି ଦିନ ରୁ ତାଙ୍କର ବହୁ ସଂଖ୍ୟା ରେ ଅନୁଗତ ସେ ଅଞ୍ଚଳ ରେ ରହିଲେ । 
<br>

== ଭାରତ ର ହ୍ରଦ ସମୂହ ର ତାଲିକା ==