"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Silpi"
 
No edit summary
୨ କ ଧାଡ଼ି:
 
== ଜୀବନୀ ଓ ଜୀବିକା ==
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସ ରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମ ଦ୍ଵାରା ଅଙ୍କନ ରେ ଦକ୍ଷ୍ୟତା ହାସଲ କରିଥିଲେ । .<ref>{{Citecite web|first=Vijay|title=Silpi - An Artist Par Excellence|url=http://poetryinstone.in/lang/en/2008/10/21/silpi-an-artist-par-excellance.html|publisher=Poetry in Stone}}</ref>
 
ଆନନ୍ଦ ଭିକାତନ ମେଗାଜିନ ରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁ କୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀ ଙ୍କ ତତ୍ବାବଧାନ ରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀ ଙ୍କ ଚିତ୍ର ଅଙ୍କନ ରେ ଖୁବ ମନ ଦଉଥିଲେ ।