"ତୀର୍ଯ୍ୟକ ଦୃଷ୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Strabismus}}
{{Infobox medical condition
| Name = Strabismusତୀର୍ଯ୍ୟକ ଦୃଷ୍ଟି
| Image = Strabismus.jpg
| Caption = ନିର୍ଦ୍ଦିଷ୍ଟ ବସ୍ତୁକୁ ଲକ୍ଷ ନ କଲେ ସ୍ଟ୍ରାବିସମସ ହୁଏ । ଏଠାରେ ଏକ୍ସୋଟ୍ରୋପିକ ଶ୍ରେଣୀର ଆଖି ଅଛି ।
| Caption = Strabismus results in the eyes not aiming at the same point in space. Shown here is a case of the [[exotropia|exotropic]] type
| Field = [[Ophthalmology]]
|pronounce = {{IPAc-en|s|t|r|ə|ˈ|b|ɪ|z|m|ə|s}}
| synonyms = ଇଂରାଜୀ ପ୍ରତିଶବ୍ଦ - heterotropia, crossed eyes
| DiseasesDB = 29577
| ICD10 = {{ICD10|H|49| |h|49}} – {{ICD10|H|50| |h|49}}
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/'''Strabismus''', ବା '''crossed eyes''') ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ&nbsp;।<ref>{{cite web|title=Visual Processing Strabismus|url=https://www.nei.nih.gov/faqs/visual-processing-strabismus|website=NEI|accessdate=2 October 2016}}</ref> କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ ।<!-- <ref name=Gun2015/> --> ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ ।<!-- <ref name=Gun2015/> --> ପିଲାଦିନେ ବ‌ହୁତ ଦିନ ଧରି ରହିବା ଫଳରେ [[କ୍ଷୀଣ ଦୃଷ୍ଟି]] ([[:en:amblyopia|amblyopia]]) ହୁଏ ଓ ଆଖିର ଗଭୀରତା ଜ୍ଞାନ ([[:en:depth perception|depth perception]]) ରହେନି । <!-- <ref name=Gun2015/> --> ବଡ଼ ମଣିଷଙ୍କର ଦୈତ ଦୃଷ୍ଟି ([[:en:double vision|double vision]]) ରହିପାରେ ।<ref name=Gun2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି ([[farsightedness]]) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ ।<!-- <ref name=Gun2015/> --> ଏହି ରୋଗ ସଙ୍କଟ କାରକମାନଙ୍କ ନାମ: [[ଅବଧୀପୂର୍ବ ପ୍ରସବ]] ([[:en:premature birth|premature birth]]), [[ସେରେବ୍ରାଲ ପାଲ୍ସି]] ([[:en:cerebral palsy|cerebral palsy]]) ଓ ରୋଗର ପାରିବାରିକ ଇତିହାସ ।<!-- <ref name=Gun2015/> --> ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- [[ଏସୋଟ୍ରୋପିଆ]] ([[:en:esotropia|esotropia]]) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, [[ଏକ୍ସୋଟ୍ରୋପିଆ]] ([[:en:exotropia|exotropia]]) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ ([[:en:hypertropia|hypertropia]]) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ &nbsp;। <!-- <ref name=Gun2015/> --> ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନ‌କମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ ।<!-- <ref name=Gun2015/> --> ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର ([[:en:pupil|pupil]]) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । <!-- <ref name=Gun2015/> --> ଖପୁରୀୟ ସ୍ନାୟୁ ([[:en:cranial nerve palsy|cranial nerve palsy]]) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ ।<ref name=Gun2015>{{cite journal|last1=Gunton|first1=KB|last2=Wasserman|first2=BN|last3=DeBenedictis|first3=C|title=Strabismus.|journal=Primary care|date=September 2015|volume=42|issue=3|pages=393-407|pmid=26319345}}</ref>
 
<!-- ଚିକିତ୍ସା, ରୋଗାନୁଶୀଳନ ଓ ସଂସ୍କୃତି -->
ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ ।<!-- <ref name=Gun2015/> --> ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । <!-- <ref name=Gun2015/> --> କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି ।<!-- <ref name=Gun2015/> --> ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ ।<ref name=Gun2015/> ଗ୍ରୀକ ଭାଷାର ''strabismós'' ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା ।<ref>{{cite web|title=strabismus (n.)|url=http://www.etymonline.com/index.php?term=strabismus|website=Online Etymology Dictionary|accessdate=2 October 2016}}</ref> ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye".<ref name=Bro1993>{{cite book |author = Brown, Lesley |title = The New shorter Oxford English dictionary on historical principles |publisher = Clarendon |location = Oxford [Eng.] |year = 1993 |pages = |isbn = 0-19-861271-0 |oclc = |doi = |accessdate = }}</ref><ref>{{cite web |url = http://www.oxforddictionaries.com/definition/english/strabismus |title = strabismus |at = "British & World English" database |work = OxfordDictioanriesOnline.com |publisher = Oxford University Press |date = 2016 |access-date = April 6, 2016 }}</ref>
 
== ଆଧାର ==