"ତୀର୍ଯ୍ୟକ ଦୃଷ୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ '''Strabismus''', ବା '''crossed eyes''') ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ &nbsp;।<ref>{{cite web|title=Visual Processing Strabismus|url=https://www.nei.nih.gov/faqs/visual-processing-strabismus|website=NEI|accessdate=2 October 2016}}</ref> କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ ।<!-- <ref name=Gun2015/> --> ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ ।<!-- <ref name=Gun2015/> --> ପିଲାଦିନେ ବ‌ହୁତ ଦିନ ଧରି ରହିବା ଫଳରେ [[କ୍ଷୀଣ ଦୃଷ୍ଟି]] ([[:en:amblyopia|amblyopia]]) ହୁଏ ଓ ଆଖିର ଗଭୀରତା ଜ୍ଞାନ ([[:en:depth perception|depth perception]]) ରହେନି । <!-- <ref name=Gun2015/> --> ବଡ଼ ମଣିଷଙ୍କର ଦୈତ ଦୃଷ୍ଟି ([[:en:double vision|double vision]]) ରହିପାରେ ।<ref name=Gun2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି ([[farsightedness]]) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ ।<!-- <ref name=Gun2015/> --> ଏହି ରୋଗ ସଙ୍କଟ କାରକମାନଙ୍କ ନାମ: [[ଅବଧୀପୂର୍ବ ପ୍ରସବ]] ([[:en:premature birth|premature birth]]), [[ସେରେବ୍ରାଲ ପାଲ୍ସି]] ([[:en:cerebral palsy|cerebral palsy]]) ଓ ରୋଗର ପାରିବାରିକ ଇତିହାସ ।<!-- <ref name=Gun2015/> --> ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- [[ଏସୋଟ୍ରୋପିଆ]] ([[:en:esotropia|esotropia]]) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, [[ଏକ୍ସୋଟ୍ରୋପିଆ]] ([[:en:exotropia|exotropia]]) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ ([[:en:hypertropia|hypertropia]]) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । <!-- <ref name=Gun2015/> --> ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନ‌କମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ ।<!-- <ref name=Gun2015/> --> ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର ([[:en:pupil|pupil]]) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । <!-- <ref name=Gun2015/> --> ଖପୁରୀୟ ସ୍ନାୟୁ ([[:en:cranial nerve palsy|cranial nerve palsy]]) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ ।<ref name=Gun2015>{{cite journal|last1=Gunton|first1=KB|last2=Wasserman|first2=BN|last3=DeBenedictis|first3=C|title=Strabismus.|journal=Primary care|date=September 2015|volume=42|issue=3|pages=393-407|pmid=26319345}}</ref>
 
== ଆଧାର ==