"ପ୍ୟାନିକ ଆଟାକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨୩ କ ଧାଡ଼ି:
<!-- ଚିକିତ୍ସା ଓ ପୂର୍ବାନୁମାନ -->
ଅନ୍ତର୍ନିହିତ କାରଣ ଥିଲେ ପ୍ରଥମେ ତାଙ୍କର ଚିକିତ୍ସା କରାଯାଏ ।<ref name=Ged2012>{{cite book|last1=Geddes|first1=John|last2=Price|first2=Jonathan|last3=McKnight|first3=Rebecca|title=Psychiatry|date=2012|publisher=OUP Oxford|isbn=9780199233960|page=298|url=https://books.google.ca/books?id=F4THKWvbAPEC&pg=PA298|language=en}}</ref> ରୋଗ ଆକ୍ରମଣ ବାରମ୍ବାର ହେଲେ ସାଇକୋଥେରାପି ([[:en:psychotherapy|counselling]]) ବା ଔଷଧ ([[:en:medications|medications]]) ଦିଆଯାଏ । <ref name=NIH2013>{{cite web|title=Panic Disorder: When Fear Overwhelms|url=https://www.nimh.nih.gov/health/publications/panic-disorder-when-fear-overwhelms/index.shtml|website=NIMH|accessdate=1 October 2016|date=2013}}</ref> ଶ୍ୱାସକ୍ରିୟା ଟ୍ରେନିଙ୍ଗ ଓ ପେଶୀ ଶିଥିଳ କରିବା ଟେକନିକ ସାହାଯ୍ୟ କରିପାରେ । <ref>{{cite journal|last1=Roth|first1=WT|title=Diversity of effective treatments of panic attacks: what do they have in common?|journal=Depression and anxiety|date=2010|volume=27|issue=1|pages=5-11|pmid=20049938}}</ref> ଏହି ରୋଗୀମାନେ [[ଆତ୍ମହତ୍ୟା]] ପ୍ରବଣ ହୁଅନ୍ତି ।<ref name=DSM5/>
 
<!-- ରୋଗାନୁଶୀଳନ -->
ୟୁରୋପରେ ୩% ଲୋକଙ୍କୁ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୧୧% ଲୋକଙ୍କୁ ଏହି ରୋଗ ହୁଏ ।<!-- <ref name=DSM5/> --> ପରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ଅଧିକ ହୁଏ ।<!-- <ref name=DSM5/> --> ପ୍ୟୁବର୍ଟି ([[:en:puberty|puberty]]) ବା ପ୍ରାକ୍-ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ ।<!-- <ref name=DSM5/> --> ପିଲା ଓ ବୟସ୍କ ଲୋକଙ୍କୁ ଏହି ରୋଗ କମ ଆକ୍ରମଣ କରେ ।<ref name=DSM5>{{citation|author=American Psychiatric Association|year=2013|title=Diagnostic and Statistical Manual of Mental Disorders (5th ed.)|location=Arlington|publisher=American Psychiatric Publishing|pages=214–217, 938|isbn=0890425558}}</ref>
 
== ଆଧାର ==