"ପ୍ୟାନିକ ଆଟାକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
<!-- Cause and diagnosis -->
ଅନେକ ଗୁଡ଼ିଏ ରୋଗରେ ପ୍ୟାନିକ ଆଟାକ ହୁଏ ଯଥା:- [[ପ୍ୟାନିକ ଡିଜ‌ଅର୍ଡ଼ର]], [[ସୋସିଆଲ ଆଙ୍ଗଜାଇଟି ଡିଜଅର୍ଡ଼ର]] ([[:en:social anxiety disorder|social anxiety disorder]]), [[ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର]] ([[:en:post traumatic stress disorder|post traumatic stress disorder]]), ସବସ୍ଟାନ୍ସ ୟୁଜ ଡିଜଅର୍ଡ଼ର ([[:en:substance use disorder|drug use]]), [[ମେଜର ଡିପ୍ରେସିଭ ଡିଜ‌ଅର୍ଡ଼ର]] ([[:en:major depressive disorder|depression]]) ଓ ମେଡିକାଲ ରୋଗ ସମସ୍ୟା ।<ref name=DSM5/><ref name=Lancet2016>{{cite journal|last1=Craske|first1=MG|last2=Stein|first2=MB|title=Anxiety.|journal=Lancet (London, England)|date=24 June 2016|pmid=27349358}}</ref> କୌଣସି କାରଣ ବଶତଃ ଏହି ରୋଗ ଟ୍ରିଗର ହୋଇପାରେ ବା ଆଶା ବ‌ହିର୍ଭୁତ ହୁଏ ।<!-- <ref name=DSM5/> --> ଧୂମ୍ରପାନ ([[:en:smoking|smoking]]) ଓ ମାନସିକ ଚାପ ([[:en:psychological stress|psychological stress]]) ଏହାର ସଙ୍କଟ କାରକ ଥାଆନ୍ତି ।<!-- <ref name=DSM5/> --> ରୋଗ ନିର୍ଣ୍ଣୟ କଲାବେଳେ ଅନ୍ୟାନ୍ୟ ରୋଗ ଯେପରିକି ଅନ୍ୟ ମାନସିକ ରୋଗ, ହୃତ୍‌ପିଣ୍ଡ ରୋଗ ([[:en:heart disease|heart disease]]), [[ହାଇପରଥାଇରଏଡିଜମ]], [[ହାଇପରପାରାଥାଇରଏଡିଜ୍ମ]], [[ଫୁସଫୁସ ରୋଗ]] ([[:en:lung disease|lung disease]]) ରୋଗମାନଙ୍କର ଅନୁପସ୍ଥିତି ବିଷୟ ଦେଖିବାକୁ ପଡ଼େ ଓ ବ୍ୟବ‌ହାର କରୁଥିବା ଔଷଧ ବିଷୟ ବୁଝିବାକୁ ହୁଏ । <ref name=DSM5/>
 
<!-- ଚିକିତ୍ସା ଓ ପୂର୍ବାନୁମାନ -->
ଅନ୍ତର୍ନିହିତ କାରଣ ଥିଲେ ପ୍ରଥମେ ତାଙ୍କର ଚିକିତ୍ସା କରାଯାଏ ।<ref name=Ged2012>{{cite book|last1=Geddes|first1=John|last2=Price|first2=Jonathan|last3=McKnight|first3=Rebecca|title=Psychiatry|date=2012|publisher=OUP Oxford|isbn=9780199233960|page=298|url=https://books.google.ca/books?id=F4THKWvbAPEC&pg=PA298|language=en}}</ref> ରୋଗ ଆକ୍ରମଣ ବାରମ୍ବାର ହେଲେ ସାଇକୋଥେରାପି ([[:en:psychotherapy|counselling]]) ବା ଔଷଧ ([[:en:medications|medications]]) ଦିଆଯାଏ । <ref name=NIH2013>{{cite web|title=Panic Disorder: When Fear Overwhelms|url=https://www.nimh.nih.gov/health/publications/panic-disorder-when-fear-overwhelms/index.shtml|website=NIMH|accessdate=1 October 2016|date=2013}}</ref> ଶ୍ୱାସକ୍ରିୟା ଟ୍ରେନିଙ୍ଗ ଓ ପେଶୀ ଶିଥିଳ କରିବା ଟେକନିକ ସାହାଯ୍ୟ କରିପାରେ । <ref>{{cite journal|last1=Roth|first1=WT|title=Diversity of effective treatments of panic attacks: what do they have in common?|journal=Depression and anxiety|date=2010|volume=27|issue=1|pages=5-11|pmid=20049938}}</ref> ଏହି ରୋଗୀମାନେ [[ଆତ୍ମହତ୍ୟା]] ପ୍ରବଣ ହୁଅନ୍ତି ।<ref name=DSM5/>
 
== ଆଧାର ==