"ପ୍ୟାନିକ ଆଟାକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି:
}}
<!-- Definition and symptoms -->
'''ପ୍ୟାନିକ ଆଟାକ''' ରୋଗରେ ହଠାତ ରୋଗୀର ଅତ୍ୟନ୍ତ ଆତଙ୍କ ([[:en:fear|fear]]) ସୃଷ୍ଟି ହୁଏ, ପାଲପିଟେସନ ([[:en:palpitations|palpitations]]) ହୁଏ, ଝାଳ ବୁହେ, ଶରୀର କମ୍ପନ ହୁଏ, ଅଣନିଶ୍ୱାସୀ ([[:en:shortness of breath|shortness of breath]]) ଲାଗେ, କାଲୁଆ ହୋଇଯାଏ ଓ କିଛି ଅସୁବିଧଅସୁବିଧା ହେଉଥିବା ଅନୁଭବ ହୁଏ ।<ref name=NIH2016>{{cite web|title=Anxiety Disorders|url=https://www.nimh.nih.gov/health/topics/anxiety-disorders/index.shtml|website=NIMH|accessdate=1 October 2016|date=March 2016}}</ref><ref name=DSM5/> ଅଳ୍ପ କିଛି ମିନିଟ ମଧ୍ୟରେ ସର୍ବାଧିକ ଲକ୍ଷଣ ସୃଷ୍ଟି ହୁଏ ।<!-- <ref name=DSM5/> --> ଛାତିରେ ([[:en:chest pain|chest pain]]) ଯନ୍ତ୍ରଣା ହୁଏ ବା ନିୟନ୍ତ୍ରଣ ହରେଇବା ଅନୁଭବ ହୁଏ । <ref name=DSM5/> ଏହି ପ୍ୟାନିକ ଆଟାକ ସାଂଘାତିକ ନୁହେଁ ।<ref name=Ged2012/>
 
<!-- Cause and diagnosis -->
ଅନେକ ଗୁଡ଼ିଏ ରୋଗରେ ପ୍ୟାନିକ ଆଟାକ ହୁଏ ଯଥା:- [[ପ୍ୟାନିକ ଡିଜ‌ଅର୍ଡ଼ର]], [[ସୋସିଆଲ ଆଙ୍ଗଜାଇଟି ଡିଜଅର୍ଡ଼ର]] ([[:en:social anxiety disorder|social anxiety disorder]]), [[ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର]] ([[:en:post traumatic stress disorder|post traumatic stress disorder]]), ସବସ୍ଟାନ୍ସ ୟୁଜ ଡିଜଅର୍ଡ଼ର ([[:en:substance use disorder|drug use]]), [[ମେଜର ଡିପ୍ରେସିଭ ଡିଜ‌ଅର୍ଡ଼ର]] ([[:en:major depressive disorder|depression]]) ଓ ମେଡିକାଲ ରୋଗ ସମସ୍ୟା ।<ref name=DSM5/><ref name=Lancet2016>{{cite journal|last1=Craske|first1=MG|last2=Stein|first2=MB|title=Anxiety.|journal=Lancet (London, England)|date=24 June 2016|pmid=27349358}}</ref> କୌଣସି କାରଣ ବଶତଃ ଏହି ରୋଗ ଟ୍ରିଗର ହୋଇପାରେ ବା ଆଶା ବ‌ହିର୍ଭୁତ ହୁଏ ।<!-- <ref name=DSM5/> --> ଧୂମ୍ରପାନ ([[:en:smoking|smoking]]) ଓ ମାନସିକ ଚାପ ([[:en:psychological stress|psychological stress]]) ଏହାର ସଙ୍କଟ କାରକ ଥାଆନ୍ତି ।<!-- <ref name=DSM5/> --> ରୋଗ ନିର୍ଣ୍ଣୟ କଲାବେଳେ ଅନ୍ୟାନ୍ୟ ରୋଗ ଯେପରିକି ଅନ୍ୟ ମାନସିକ ରୋଗ, ହୃତ୍‌ପିଣ୍ଡ ରୋଗ ([[:en:heart disease|heart disease]]), [[ହାଇପରଥାଇରଏଡିଜମ]], [[ହାଇପରପାରାଥାଇରଏଡିଜ୍ମ]], [[ଫୁସଫୁସ ରୋଗ]] ([[:en:lung disease|lung disease]]) ରୋଗମାନଙ୍କର ଅନୁପସ୍ଥିତି ବିଷୟ ଦେଖିବାକୁ ପଡ଼େ ଓ ବ୍ୟବ‌ହାର କରୁଥିବା ଔଷଧ ବିଷୟ ବୁଝିବାକୁ ହୁଏ । <ref name=DSM5/>
 
== ଆଧାର ==