"କାରାକୁମ ମରୁଭୂମି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aliva Sahoo (ଆଲୋଚନା | ଅବଦାନ) ଟିକେ added Category:ଅରଳ ସାଗର using HotCat |
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧୩ କ ଧାଡ଼ି:
==ମାନବୀୟ ଗତିବିଧି==
କାରାକୁମ ଯାଗା ଭିତରେ "ବୋଲ୍ସୋଈ" ପର୍ବତ ଶୃଙ୍ଗ ଆସିଥାଏ ଯେଉଁଥିରେ ''ପାଷାଣ ଯୁଗ'' (ପ୍ରସ୍ତର ଯୁଗ) ମନୁଷ୍ୟ ମାନଙ୍କ ବସବାସର ଅବଶେଷ ମିଳିଛି । ଆଧୁନିକ ଯୁଗରେ ଏହା ଦୁନିଆର ଦ୍ବିତୀୟ ସବୁଠାରୁ ଲମ୍ବା ନହର ଅଟେ , ଯାହାକୁ "କାରାକୁମ ନହର" କୁହାଯାଏ । ଏହା ୧,୩୭୫ କିମି ଲମ୍ବା ଅଟେ କିନ୍ତୁ ସମୟ ସହିତ ଏଥିରୁ ପାଣି ଯାଗା-ଯାଗାରୁ ବିଭାଗ ହେବାରେ ଲାଗିଲା , ଯାହାଦ୍ୱାରା ବହୁ ଛୋଟ ଝରଣା ତିଆରି ହେଲା । ଏହାର ପାଣି ମରୁଭୂମିର ତଳ ସ୍ତର ଲୁଣକୁ ଉପରକୁ ନେଇ ଆସିଥାଏ ।
== ଏହାକୁ ମଧ୍ୟ ଦେଖନ୍ତୁ ==
* [[କାରାକୁମ ନହର]]
* [[ତୁର୍କମେନିସ୍ତାନ]]
* [[ମଧ୍ୟ ଏସିଆ]]
* [[ମରୁଭୂମି]]
==ଆଧାର==
|