"ମଧ୍ୟ ଏସିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୨ କ ଧାଡ଼ି:
}}
 
'''ମଧ୍ୟ ଏସିଆ''' [[ଏସିଆ]] [[ମହାଦ୍ବୀପ]]ର ମଧ୍ୟ ଭାଗ ଅଟେ । ଏହାର ପୂର୍ବରେ "ଚୀନ"ରୁ ପଶ୍ଚିମରେ "କୌସ୍ପିୟନ ସାଗର" ପର୍ଯ୍ୟନ୍ତ, ଏବଂ ଉତ୍ତରରେ "ୠସ"ରୁ ଦକ୍ଷିଣରେ "ଆଫଗାନିସ୍ତାନ" ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଭୂବୈଜ୍ଞାନିକ ମାନଙ୍କ ଦ୍ୱାରା ମଧ୍ୟ ଏସିଆର ସମସ୍ତ ପରିଭାଷାରେ ଭୂତପୂର୍ବ [[ସୋବିୟତ ସଂଘ]]ର ପାଞ୍ଚଟି ଦେଶ ସର୍ବଦା ଗଣା ଯାଏ :- [[କାଜାଖସ୍ତାନ]] , [[କିରଗୀଜସ୍ତାନ]] , [[ତାଜିକିସ୍ତାନ]] , [[ତୁର୍କମେନିସ୍ତାନ]] , [[ଉଜବେକୀସ୍ତାନ]] । ଏହା ଛଡ଼ା ''ମଙ୍ଗୋଲିୟା '', ''ଆଫଗାନିସ୍ତାନ'' , ''ଉତ୍ତର ପାକିସ୍ତାନ'' , ''ଭାରତ''ର ''ଲଦାଖ'' ପ୍ରଦେଶ , ''ଚୀନ''ର ''ଶିନଜିୟଙ୍ଗ'' , ''ତିବ୍ବତ'' କ୍ଷେତ୍ର ଏବଂ ''ୠସ''ର ''ସାଇବେରିୟ'' କ୍ଷେତ୍ରର ଦକ୍ଷିଣ ଭାଗକୁ ମଧ୍ୟ ପ୍ରାୟତଃ ମଧ୍ୟ ଏସିଆର ଅଂଶ ବୋଲି ବୁଝାଯାଏ ।
 
ଇତିହାସରେ ମଧ୍ୟ ଏସିଆ [[ରେଶମ ମାର୍ଗ]]ର ବ୍ୟପାରିକ ଓ ସାଂସ୍କୃତିକ ମହତ୍ତ୍ୱ ପାଇଁ ବୁଝାଯାଏ । ଚୀନ, ''ଭାରତୀୟ ଉପ-ମହାଦ୍ବୀପ'', ଇରାନ, ମଧ୍ୟ-ପୁର୍ବ, ଏବଂ ୟୁରୋପ ମଧ୍ୟରେ ଲୋକ, ମାଲ, ସେନା ଏବଂ ବିଚାର ମଧ୍ୟ ଏସିଆରୁ ଗତିକରି ହିଁ ଯିବା-ଆସିବା କରୁଥିଲେ । ଏହି ଇଲାକାର ବଡ଼ ଭାଗ ଏକ "ସ୍ତୋପି" ଯୁକ୍ତ ଘାସରେ ଘୋଡ଼ା ହୋଇଥିବା ପଡିଆ ଅଟେ, ହେଲାକି ''ତିୟାନ ଶାନ'' ପରି ପର୍ବତ ଶୃଙ୍ଖଳ, ''କାରାକୁମ୍'' ପରି ରେଗିସ୍ତାନ ଏବଂ ''ଅରଳ ସାଗର'' ପରି ବଡ଼ ଝରଣା ମଧ୍ୟ ଏହି ଭୂ ଭାଗରେ ଆସିଥାଏ । <ref>[http://www.silk-road.com/artl/srtravelmain.shtml Travelers on the Silk Road]</ref>