"ବୈଷ୍ଣୋଦେବୀ ମନ୍ଦିର, ରାଉରକେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Vaishnodevi Temple"
 
ଫୋଟୋ ସ୍ଥାନିତ କରଣ
୧ କ ଧାଡ଼ି:
'''ବୈଷ୍ନୋଦେବୀ ମନ୍ଦିର , '''ରାଉରକେଲା , ଭାରତୀୟ ରାଜ୍ୟ ଓଡିଶା ର ଶିଳ୍ପନଗର ରାଉରକେଲା ଠାରେ ଏକ ମନ୍ଦିର । ଏହା ଜମ୍ମୁ ଓ କାଶ୍ମୀର ପ୍ରଦେଶ ର ତ୍ରିସୁକା ପାହାଡ ରେ ଥିବା ମୂଳ ବୈଷ୍ନୋଦେବୀ ମନ୍ଦିର ର ଏକ ନକଲ । ରାଉରକେଲା ଇସ୍ପାତ କାରଖାନା ସମ୍ମୁଖ ରେ ଥିବା ଦୁର୍ଗାପୁର ପାହାଡ<ref>{{Citecite web|author=Post Reviews/ Comments |url=http://www.webindia123.com/city/orissa/rourkala/destinations/temples/vaishnodevitemple.htm |title=Vaishno Devi Temple, Rourkela, Temples in Rourkela, Rourkela Tourism, Tourist attractions in Rourkela City |publisher=Webindia123.com |date= |accessdate=2016-01-30}}</ref> ର ଶିଖର ରେ ଏହା ଅବସ୍ଥିତ । ଏହା ପାଖରେ ଭୈରବନାଥ<ref>{{Citecite web|url=http://www.lonelyplanet.com/nepal/around-the-kathmandu-valley/bhaktapur/sights/religious/bhairabnath-temple |title=Bhairabnath Temple |publisher=Lonely Planet |date= |accessdate=2016-01-31}}</ref> ଙ୍କ ମନ୍ଦିର ଅବସ୍ଥିତ । 
[[File:Rourkela at night seen from Vaishno Devi Temple.jpg|thumb|ବୈଷ୍ନୋଦେବୀ ମନ୍ଦିର , ରାଉରକେଲା ପ୍ରାଙ୍ଗଣ ରୁ ରାଉରକେଲା ସହର ର ରତରକାଳିନ ଦୃଶ୍ୟ]]
 
ପାହାଡ ର ଶିଖର ରେ ଅବସ୍ଥିତ ଦେବୀ ଦୂର୍ଗା ଙ୍କ ମନ୍ଦିର ୨୦୦୭ ରେ ଦର୍ଶକଙ୍କ ପାଇଁ ଉନ୍ମୁକ୍ତ ହେଇଥିଲା । ଦୁର୍ଗାପୂଜା ସମୟ ରେ ଏଠାରେ ନବରାତ୍ର ପାଳନ କରାଯାଏ ଓ ସହସ୍ରାଧିକ ଦର୍ଶକ ଉପାସନା ପାଇଁ ଆସିଥାଆନ୍ତି ।
[[File:Vaishno Devi Temple.jpg|thumb|ଜମ୍ମୁ ଓ କାଶ୍ମୀର ରେ ଥିବା ବୈଷ୍ନୋଦେବୀ ମନ୍ଦିର]]
 
 
== ଆଧାର ସମୂହ ==