"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]
'''ପୀତାମ୍ବର ତରାଇ''' ଜଣେ [[ଓଡ଼ିଆଓଡ଼ିଶା ଭାଷା|ଓଡ଼ିଆ]]ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।<ref name="AbrahamMisrahi-Barak2015">{{cite book|author1=Joshil K. Abraham|author2=Judith Misrahi-Barak|title=Dalit Literatures in India|url=https://books.google.com/books?id=9B0-CgAAQBAJ&pg=PT194|date=24 July 2015|publisher=Taylor & Francis|isbn=978-1-317-40879-6|pages=194–}}</ref><ref>http://www.thehindu.com/todays-paper/tp-national/tp-otherstates/sahitya-akademi-hosts-literary-meet/article704736.ece</ref> କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, [[ଜଗତସିଂହପୁର ଜିଲ୍ଲା|ଜଗତ୍‌ସିଂହପୁର ଜିଲ୍ଲା]]ର [[କୁଜଙ୍ଗ]] ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।<ref>ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪</ref>
 
== କବିତା ସଂକଳନ ==