"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ସଜାଣି ଓ ଆଧାର
୧ କ ଧାଡ଼ି:
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]
'''ପୀତାମ୍ବର ତରାଇ''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ।<ref name="AbrahamMisrahi-Barak2015">{{cite book|author1=Joshil K. Abraham|author2=Judith Misrahi-Barak|title=Dalit Literatures in India|url=https://books.google.com/books?id=9B0-CgAAQBAJ&pg=PT194|date=24 July 2015|publisher=Taylor & Francis|isbn=978-1-317-40879-6|pages=194–}}</ref><ref>http://www.thehindu.com/todays-paper/tp-national/tp-otherstates/sahitya-akademi-hosts-literary-meet/article704736.ece</ref> କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, [[ଜଗତସିଂହପୁର ଜିଲ୍ଲା|ଜଗତ୍‌ସିଂହପୁର ଜିଲ୍ଲା]]ର [[କୁଜଙ୍ଗ]] ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।<ref>ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪</ref>
'''ପୀତାମ୍ବର ତରାଇ''' [[ଜଗତସିଂହପୁର ଜିଲ୍ଲା|ଜଗତ୍‌ସିଂହପୁର ଜିଲ୍ଲା]]ର କୁଜଙ୍ଗ ବ୍ଳକ୍ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ୧୯୫୯ ମସିହା ଦିପାବଳୀ ଦିନ କବି ପୀତାମ୍ବର ତରାଇଙ୍କ ଜନ୍ମ । ବାସଭବନ ‘ଅଶ୍ରୁନୀଡ଼’ରେ କବିଙ୍କ ସାରସ୍ୱତ ସାଧନା ମଧ୍ୟରେ ୬ଟି କବିତା ପୁସ୍ତକ ଓ ପିଲାମାନଙ୍କ ପାଇଁ ‘ଲହ ଲହକା ପତର ବଙ୍କା’ ଗଳ୍ପ ସଂକଳନ ପ୍ରକାଶ ପାଇ କବିଙ୍କୁ ଅଶେଷ ପାଠକୀୟ ଶ୍ରଦ୍ଧା, ସମ୍ମାନ ଦେଇଛି । ଜୀବନର ଚଲାପଥରେ ଲୋକମାନଙ୍କ ଅସରନ୍ତି ଦୁଃଖକୁ ସେ ଅନୁଭବ କରିଛନ୍ତି । ସମ୍ବଳ ସରିଯାଏ ହେଲେ ମଣିଷର ଦୁଃଖ ସରେନା । ଏହି ଦୁଃଖମାନେ ବାରମ୍ବାର ଦୁଃଖୀଙ୍କୁ ଲହୁଲୁହାଣ କରନ୍ତି । ତଥାପି ଜୀବନ ପାଇଁ ମୋହ ସଞ୍ଚରିଯାଏ । ସୂର୍ଯ୍ୟ ଉଦୟ ହେଲେ ପୁନର୍ବାର ଦୁଃଖ ଆସି ଉଭାହୁଏ ମଣିଷ ସାମ୍ନାରେ । ଝଡଝଞ୍ଜାରେ ଭୂଲୁଣ୍ଠିତ ହୋଇଥିବା ମଣିଷ ଝାଡ଼ିଝୁଡ଼ି ହୋଇ ଉଠିବସେ ପୁଣି ସେହି ଦୁଃଖର ବୁଜୁଳାକୁ ଧରି ଜୀବନ ସଂଗ୍ରାମ ପାଇଁ । ସେହିସବୁ ଅନୁଭୂତିକୁ ସାଉଣ୍ଟି କବିତାରେ ନୂତନ ରୂପ ଦେଇଛନ୍ତି । । ପ୍ରକୃତରେ କବିଙ୍କ ଆବେଗତାରେ ସୂର୍ଯ୍ୟ ଉଏଁ, ବର୍ଷା ଝରେ, ପବନ ବହେ । ଚନ୍ଦ୍ର ଅସ୍ତ ହୁଏ, ଆଉ ନଈ ହୁଏ ବାଟବଣା । ଆଉ କେଉଁଠି ବିଶାଳ ସମୁଦ୍ର ସବୁ ଶୋଷକୁ ନିଃଶେଷ କରିବାକୁ ପ୍ରୟାସରେ ଲୁଣିଆ ହୋଇଯାଏ । କବି ଏହିସବୁ କଥାକୁ ଶବ୍ଦରେ ସଜେଇ କବିତାରେ ରୂପଦିଅନ୍ତି ଓ ଦୃଶ୍ୟକୁ ଜୀବନ୍ୟାସ ଦିଅନ୍ତି ତାଙ୍କ ଲେଖନୀରେ । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ତାଙ୍କର କବିତା ପରିପୂର୍ଣ୍ଣ ।<ref>ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪</ref>
 
== କବିତା ସଂକଳନ ==
* ବୁନ୍ଦେ ଲୁହର ପିଠିରେ ସମୁଦ୍ର - ୧୯୮୭
*ସଇରାତ ଶତକ
* ଆଦି ପର୍ବ - ୧୯୯୪
*ଇତର
*ଚିରା ଚିରା-ଚଇତର ଚିଠା - ୨୦୦୨
*ଅଭନନ
* ରାଗ ରୁଦ୍ରାକ୍ଷରୀ - ୨୦୦୪
*ପିଛିଲା ତାରିଖ ଓ ଅନ୍ୟାନ୍ୟ କବିତା
* ସଇରାତ ଶତକ - ୨୦୦୬<ref>http://nationallibrary.gov.in/showdetails.php?id=227086</ref>
*ଶୂଦ୍ରକର ଶ୍ଳୋକ
* ଦେହ ଦଶବିଶା - ୨୦୦୭
*ଚିରା ଚଇତର ଚିଠା
* ଇତର - ୨୦୦୭
*ଶେଷ ହେବାଯାଏ
* ଶୂଦ୍ରକର ଶ୍ଳୋକ - ୨୦୦୮
*ରାଗ ରୁଦ୍ରାକ୍ଷରୀ
* ଅଭାଜନ - ୨୦୧୦
* ପିଛିଲା ତାରିଖ ଓ ଅନ୍ୟାନ୍ୟ କବିତା
* ଶେଷ ହେବାଯାଏ<ref>{{cite news|title=ପ୍ରଥମ ବହି|url=http://www.dharitri.com/sahityayan/291016/p2.htm|accessdate=2 November 2016|newspaper=ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୨୯- ନଭେମ୍ବର ୯ ପୃଷ୍ଠା ୨}}</ref>
 
== ଶିଶୁ ସାହିତ୍ୟ ==
==ପୁରସ୍କାର==
* ଲହ ଲହକା ପତର ବଙ୍କା
*ପ୍ରଜାତନ୍ତ୍ର କବିତା ପୁରସ୍କାର
 
*ଚନ୍ଦ୍ରଭାଗା କବିତା ପୁରସ୍କାର
== ପୁରସ୍କାର ==
*ବସନ୍ତ ମୁଦୁଲି କବିତା ପୁରସ୍କାର
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ଅଭାଜନ ପାଇଁ) - ୨୦୧୨<ref>http://odishasahityaakademi.org/sahitya-award12.php</ref>
*ତୀର ତରଙ୍ଗ କବିତା ପୁରସ୍କାର
* ପ୍ରଜାତନ୍ତ୍ର କବିତା ପୁରସ୍କାର
*ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ କବିଙ୍କୁ ସମ୍ମାନିତ
* ଚନ୍ଦ୍ରଭାଗା କବିତା ପୁରସ୍କାର
* ବସନ୍ତ ମୁଦୁଲି କବିତା ପୁରସ୍କାର
* ତୀର ତରଙ୍ଗ କବିତା ପୁରସ୍କାର
* ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ କବିଙ୍କୁ ସମ୍ମାନିତସମ୍ମାନ
* ଦଧିଚୀ ସମ୍ମାନ<ref>http://www.dailypioneer.com/state-editions/bhubaneswar/2015-11-18-114729.html</ref>
 
==ଆଧାର==