"ଲଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ଲଡୁ ମିଷ୍ଠାନ୍ନ ପୃଷ୍ଠାଟି ଲଡୁକୁ ପୁନପ୍ରେରଣ ବିନା ଘୁଞ୍ଚାଇଲେ: ଠିକ ବନାନ
No edit summary
୧ କ ଧାଡ଼ି:
[[ଫାଇଲ:Laddu2.JPG|thumb|ବିବାହ ଉତ୍ଶବ ପାଇଁ ପ୍ରସ୍ତୁତ ଲଡୁ ]]
[[ଫାଇଲ:A_view_of_Laddu.JPG|thumb|200x200_ପିକସେଲ|ବୁନ୍ଦି ଲଡୁ ]]
ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶ ରେ ବହୁଳ ଭାବରେ ପ୍ରଚଳିତ । ଲଡୁ କୁ ମଇଦା , ବେସନ ଓ ଚିନି ପରି ଉପାଦାନ ସାହାଯ୍ୟ ରେ ବିଭିନ୍ନ ପ୍ରକାର ତିଆରି କରାଯାଏ । ଉତ୍ଶବ ତଥା ଧାର୍ମିକ ଅନୁଷ୍ଠାନ ରେ ଲଡୁ ବଣ୍ଟନ କରାଯାଇଥାଏ । ଲଡୁ ଗଣେଶଙ୍କ ପ୍ରିୟ ଯୋଗୁଁ ତାଙ୍କ ନିକଟରେ ଭୋଗ କରାଯାଏ ।
 
== ପ୍ରସ୍ତୁତି ବିଧି ==
"https://or.wikipedia.org/wiki/ଲଡୁ"ରୁ ଅଣାଯାଇଅଛି