"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୬ କ ଧାଡ଼ି:
ହ୍ଵାଟ୍ସଆପ ଔପଚାରିକ ଭାବରେ କମ୍ପ୍ୟୁଟରରେ ଏକ ୱେବ୍ କ୍ଲାଏଣ୍ଟ ଦ୍ଵାରା ହ୍ଵାଟ୍ସଆପ ୱେବ୍ ନାମରେ ପରିଚାଳିତ ହେଉଛି । ଜାନୁଆରୀ ୨୦୧୫ର ଶେଷ ଆଡକୁ କୋଉମ ତାଙ୍କ ଫେସବୁକ ପୃଷ୍ଠାରେ ଏହା କହିଥିଲେ : "ଆମର ଓ୍ଵେବ୍ କ୍ଲାଏଣ୍ଟ, ଆପଣଙ୍କ ଦୂରଭାଷ ଯନ୍ତ୍ରର ଏକ ସାଧାରଣ ବର୍ଦ୍ଧିତ ରୂପ : ଓ୍ଵେବ୍ ବ୍ରାଉଜର ଆପଣଙ୍କ ଦୂରଭାଷ ଯନ୍ତ୍ରର କଥୋପକଥନ ଓ ବାର୍ତ୍ତାକୁ ପ୍ରତିଫଳିତ କରେ - ଅର୍ଥାତ ଆପଣଙ୍କ ସମସ୍ତ ବାର୍ତ୍ତା ଏବେ ମଧ୍ୟ ଆପଣଙ୍କ ଦୂରଭାଷ ଯନ୍ତ୍ରରେ ଅଛି ।" ହ୍ଵାଟ୍ସଆପ ୱେବ୍ ମାଧ୍ୟମରେ ଆମେ ନିଜର ଦୂରଭାଷ ଯନ୍ତ୍ରରେ ପୂର୍ବରୁ ନିର୍ମିତ ହ୍ଵାଟ୍ସଆପ ଖାତାକୁ ନିଜର କମ୍ପ୍ୟୁଟରର ୱେବ ବ୍ରାଉଜରରେ ଦେଖିପାରିବା । ଏହା ଦ୍ଵାରା ଆମେ ନିଜର ହ୍ଵାଟ୍ସଆପ ଖାତାକୁ କମ୍ପ୍ୟୁଟରରେ ଚଳାଇପାରିବା ଏବଂ ତାର ଲାଭ ନେଇପାରିବା । ହ୍ଵାଟ୍ସଆପ ୱେବ୍ କମ୍ପ୍ୟୁଟରରେ ଅନେକ ୱେବ୍ ବ୍ରାଉଜର୍‌ରେ ପରିଚାଳିତ ହୋଇପାରୁଛି କିନ୍ତୁ ଏହି ସୁବିଧା ମାଇକ୍ରୋସଫ୍ଟ୍ ଇଣ୍ଟରନେଟ ଏକ୍ସପ୍ଲୋରର୍ ନାମକ ଏକ ୱେବ୍ ବ୍ରାଉଜରରେ ପରିଚାଳିତ ହେଉନାହିଁ । ଜାନୁଆରୀ ୨୧, ୨୦୧୫ ସୁଦ୍ଧା ହ୍ଵାଟ୍ସଆପ ୱେବ୍ ସେବା ଆଣ୍ଡ୍ରଏଡ୍, ଓ୍ଵିଣ୍ଡୋଜ୍, ଏବଂ ବ୍ଲାକବେରୀ ବ୍ୟବହାରକାରୀକାର ମଧ୍ୟରେ ସୀମିତ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ଏହା ଆଇ.ଓ.ଏସ୍, ନୋକିଆ ଏସ୍୪୦, ଏବଂ ନୋକିଆ ଏସ୍୬୦ ର ବ୍ୟବହାରକାରୀଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇପାରିଛି ।
 
ଏହାର ଏକ ନୂତନ ରୂପ ହ୍ଵାଟ୍ସଆପ ଟାଇମ୍ ବେସରକାରୀ ଭାବରେ ନିର୍ମିତ ହୋଇଛି । ଏହା ଏକ ସାଧାରଣ "ଓ୍ଵିନ୍ ୩୨ ଆପ୍‌ଲିକେସନ୍" ଯାହା କମ୍ପ୍ୟୁଟରରେ ପରିଚାଳିତ ହେବ । ଏହା ବ୍ୟତିତ, ଏହାର ଅଫିସିଆଲ ଉଇଣ୍ଡୋଜ ଆପ୍ଲିକସନ ମଧ୍ୟ ଉପଲବଦ୍ଧ ହୋଇଗଲାଣି
 
==ହ୍ଵାଟ୍ସଆପ ଭିଡିଓ କଲ==