"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨୩ କ ଧାଡ଼ି:
==ହ୍ଵାଟ୍ସଆପ କ୍ରିପ୍ଟୋଗ୍ରାଫି==
ମଇ ମାସରେ ପ୍ରଥମ ଥର ପାଇଁ ହ୍ଵାଟ୍ସଆପରେ କ୍ରିପ୍ଟୋଗ୍ରାଫିର ବ୍ୟବ‌ହାର କରାଯାଇଥିଲା । ଏହି ପଦ୍ଧତିକୁ ଏନ୍‌କ୍ରିପସନ୍ ବୋଲି ମଧ୍ୟ କୁହାଯାଏ । ଏହାର ବ୍ୟବ‌ହାର ଫଳରେ, ଏହି ଅପ ମାଧ୍ୟମରେ ହୋଇଥିବା କଥା ବାର୍ତ୍ତା କେବଳ ବାର୍ତ୍ତାଳାପକାରୀଙ୍କ ମଧ୍ୟରେ ରହିଥାଏ । ହ୍ଵାଟ୍ସଆପର ଏହି ଏନ୍‌କ୍ରିପସନ୍ ପାଇଁ ସିଗନାଲ ପ୍ରୋଟୋକଲର ବ୍ୟବ‌ହାର ହୋଇଅଛି ।
 
ଏହି ପଦ୍ଧତିରେ ପ୍ରତ୍ୟକ ବାର୍ତ୍ତାଳାପରେ, ବ୍ୟବ‌ହାରକାରୀଙ୍କର ନିଜର ଏକ କୀ ଉତ୍ପତ୍ତି ହୋଇଥାଏ । ଏବଂ ସେହି ବାର୍ତ୍ତାକୁ ଏହି କୀର ବ୍ୟବ‌ହାରକରି ହିଁ ପଢି ହୁଏ ।
 
==ଯାନ୍ତ୍ରିକ ପ୍ରୟୋଗ==