"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭର୍ସନରେ ପରିବର୍ତ୍ତନ
୧୨୦ କ ଧାଡ଼ି:
==ହ୍ଵାଟ୍ସଆପ ଭିଡିଓ କଲ==
ଅକ୍ଟୋବର ୨୦୧୬ ମସିହାରେ ହ୍ଵାଟ୍ସଆପ, ନିଜର ବହୁ ଚର୍ଚିତ ଭିଡିଓ କଲ ବ୍ୟବସ୍ତାଟି ପ୍ରଥମଥର ପାଇଁ ନିଜର ବିଟା ବ୍ୟବ‌ହାରକାରୀଙ୍କ ପାଇଁ ଆଣି ଦେଇଥିଲା । ଏହି ଭିଡିଓ କଲ ବ୍ୟବ‌ହାର କରି ବ୍ୟବ‌ହାରକାରୀ ନିଜ ବାନ୍ଧୁ ମାନଙ୍କ ସହିତ ଭିଡିଓ ମାଧ୍ୟମ ରେ ବାର୍ତ୍ତାଳାପ ମଧ୍ୟ କରିପାରିବ । ପ୍ରଥମ କରି ଏହି ବ୍ୟବସ୍ଥାଟି ଉଇନ୍ଡୋଜ ଫୋନରେ ଅସି ଥିଲା, ଏବଂ ଦୁଇ ଦିନ ମଧ୍ୟରେ ଆଣ୍ଡ୍ରୋଏଡ ବ୍ୟବ‌ହାରକାରୀଙ୍କ ପାଖରେ ପ‌ହାଞ୍ଚିଥିଲା ।
 
==ହ୍ଵାଟ୍ସଆପ କ୍ରିପ୍ଟୋଗ୍ରାଫି==
ମଇ ମାସରେ ପ୍ରଥମ ଥର ପାଇଁ ହ୍ଵାଟ୍ସଆପରେ କ୍ରିପ୍ଟୋଗ୍ରାଫିର ବ୍ୟବ‌ହାର କରାଯାଇଥିଲା । ଏହି ପଦ୍ଧତିକୁ ଏନ୍‌କ୍ରିପସନ୍ ବୋଲି ମଧ୍ୟ କୁହାଯାଏ । ଏହାର ବ୍ୟବ‌ହାର ଫଳରେ, ଏହି ଅପ ମାଧ୍ୟମରେ ହୋଇଥିବା କଥା ବାର୍ତ୍ତା କେବଳ ବାର୍ତ୍ତାଳାପକାରୀଙ୍କ ମଧ୍ୟରେ ରହିଥାଏ । ହ୍ଵାଟ୍ସଆପର ଏହି ଏନ୍‌କ୍ରିପସନ୍ ପାଇଁ ସିଗନାଲ ପ୍ରୋଟୋକଲର ବ୍ୟବ‌ହାର ହୋଇଅଛି ।
 
==ଯାନ୍ତ୍ରିକ ପ୍ରୟୋଗ==