"ଗୋଦାବରୀଶ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଜୀବନୀ ଓ ଆଧାର
୮ କ ଧାଡ଼ି:
| pseudonym =
| birth_name =
| birth_date = ୧।୧।୧୮୮୬<!-- {{Birth date and age|Year1886|Month10|Day26|df=y}} -->
| birth_place = ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀ]]
| death_date = ୧।୧।୧୯୫୬
୧୭ କ ଧାଡ଼ି:
| nationality = [[ଭାରତ|ଭାରତୀୟ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| education = ସ୍ନାତକୋତ୍ତର (ଅର୍ଥନୀତି), ବି.ଟି.
| alma_mater = କଲିକତା ବିଶ୍ଵବିଦ୍ୟାଳୟ
| period =
୩୬ କ ଧାଡ଼ି:
| portaldisp =
}}
''ପଣ୍ଡିତ ଗୋଦାବରୀଶ ମିଶ୍ର'' ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀରେ]]<ref>http://www.shreekhetra.com/legend.html</ref> ଜନ୍ମିତ ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କବି, ଗାଳ୍ପିକ ଓ ନାଟ୍ୟକାର ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1591|year=1988|publisher=Sahitya Akademi|isbn=978-81-260-1194-0|pages=1591–}}</ref> ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ [[ଗୋପବନ୍ଧୁ ଦାସଙ୍କଦାସ]]ଙ୍କ ଦ୍ବାରାଦ୍ଵାରା ପ୍ରତିଷ୍ଠିତ [[ସତ୍ୟବାଦୀ ବନ ବିଦ୍ୟାଳୟ|ସତ୍ୟବାଦୀ ବନ ରେବିଦ୍ୟାଳୟରେ]] ଶିକ୍ଷକତା କରିଥିଲେ ।<ref>{{cite book|title=Encyclopaedia of Education, Culture and Children's Literature: v. 3. Indian culture and education|url=http://books.google.com/books?id=3T2Ph_SmjtoC&pg=PA174|year=2009|publisher=Deep & Deep Publications|isbn=978-81-8450-150-6|pages=174–}}</ref>
 
== ଜୀବନୀ ==
ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ]] ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ [[ଉତ୍କଳ ବିଶ୍ଵବିଦ୍ୟାଳୟ]] ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସ୍ଵଭାଗ୍ୟରୁ ବଞ୍ଚିତ ହୋଇଥିଲେ ।
 
== ରଚନାବଳୀ ==
ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ । ସେ 'ଘଟାନ୍ତର', 'ଅଭାଗିନୀ', 'ଅଠର ଶହ ସତର'ଓ 'ନିବାସିତ' ଉପନ୍ୟାସର ବରେଣ୍ୟ ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ । ଅନ୍ୟ ଉପନ୍ୟାସଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ । ଆତ୍ମଜୀବନୀ "ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ"ର<ref>http://odisha.gov.in/e-magazine/Orissareview/2013/jun/engpdf/34-38.pdf</ref> ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୫୮ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା
=== ଗାଥା କବିତା ସଙ୍କଳନ ===
* ଆଲେଖିକା
Line ୫୧ ⟶ ୫୪:
* ସଞ୍ଜୋଇ ତୀରେ
* ସକାଳ
 
=== ଉପନ୍ୟାସ ===
* ଘଟାନ୍ତର
* ଅଭାଗିନୀ - ୧୯୧୨ (ର ଛାୟାରେ ଲିଖିତ "ହିଉଗୋ"ଙ୍କ ଲେସ ମିଜଏରାବିଲିସ (Les Miserables)ର ଓଡ଼ିଆରେ ରୂପାନ୍ତର)<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
* ୧୮୧୭
=== ନାଟକ ===
Line ୬୩ ⟶ ୬୫:
 
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମି]] ପୁରସ୍କାର - ୧୯୫୮ (ମରଣୋତ୍ତର 'ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପାଇଁ)<ref>{{cite news|title=ଆଜି ଜନ୍ମଦିନ|url=http://www.sambadepaper.com/Details.aspx?id=297827&boxid=24933767|accessdate=26 October 2016|newspaper=ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>
 
== ଆଧାର ==