"ହାଇପୋକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ହାଇପୋକ୍ୟାଲସେମିଆ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
<!-- Definition and symptoms -->
ହାଇପୋକ୍ୟାଲସେମିଆ (ଇଂରାଜୀ ଭାଷାରେ '''Hypocalcaemia''' ବା '''hypocalcemia''' ନାମ ଦିଆଯାଏ ଯେତେବେଳେ ରକ୍ତରେ ([[blood serum]]) କ୍ୟାଲସିଅମ ([[calcium]]) ମାତ୍ରା କମ ଥାଏ ।<ref>{{cite book|last1=LeMone|first1=Priscilla|last2=Burke|first2=Karen|last3=Dwyer|first3=Trudy|last4=Levett-Jones|first4=Tracy|last5=Moxham|first5=Lorna|last6=Reid-Searl|first6=Kerry|title=Medical-Surgical Nursing|date=2015|publisher=Pearson Higher Education AU|isbn=9781486014408|page=237|url=https://books.google.ca/books?id=MDXiBAAAQBAJ&pg=PA237|language=en}}</ref> କ୍ୟାଲସିଅମ ମାତ୍ରା ସାଧରଣତଃ ୨.୧ରୁ ୨.୬&nbsp;ମିମୋଲ/ଲି (୮.୮–୧୦.୭&nbsp;ମିଗ୍ରା/ଡେଲି, ୪.୩–୫.୨ ମିଇକ୍ୟୁ/ଲି) ଥାଏ ଓ ଏହି ମାତ୍ରା ୨.୧ ମିମୋଲ/ଲିରୁ କମ ଥିଲେ ହାଇପୋକ୍ୟାଲସେମିଆ ନାମ ଦିଆଯାଏ ।<ref name=EU2010/><ref>{{cite book|last1=Pathy|first1=M.S. John|title=Principles and practice of geriatric medicine|date=2006|publisher=Wiley|location=Chichester [u.a.]|isbn=9780470090558|page=Appendix|edition=4. ed.|url=http://onlinelibrary.wiley.com/doi/10.1002/047009057X.app01/pdf}}</ref><ref name=BMJ2015>{{cite journal|last1=Minisola|first1=S|last2=Pepe|first2=J|last3=Piemonte|first3=S|last4=Cipriani|first4=C|title=The diagnosis and management of hypercalcaemia.|journal=BMJ (Clinical research ed.)|date=2 June 2015|volume=350|pages=h2723|pmid=26037642}}</ref> ସ୍ୱଳ୍ପ ମାତ୍ରାର କମ କ୍ୟାଲସେମିଆ ଥଲେ ପ୍ରାୟ ବିଶେଷ ଲକ୍ଷଣ ଦେଖାଯାଏ ନାହିଁ ।<ref name=Fong2012/><ref name=BMJ2008/> ଅନ୍ୟଥା [[ପାରେସ୍ଥେସିଆ]] ([[:en:paresthesia|numbness]]) (କାଲୁଆ ଅନୁଭବ) , [[ପେଶୀ ସ୍ପାଜ୍ମ]] ([[:en:muscle spasms|muscle spasms]]), [[ଅପସ୍ମାର ବାତ]] ([[:en:seizures|seizures]]), ସ୍ୱନ୍ଦ (confusion) ବା [[ହୃଦ୍‌ରୋଧ]] ([[:en:cardiac arrest|cardiac arrest]]) ହୋଇପାରେ ।<ref name=EU2010/><ref name=Fong2012/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଏହି ଅବସ୍ଥାର ମୂଖ୍ୟ କାରଣ ଦୁଇଟିର ନାମ ଯଥାକ୍ରମେ:- [[ହାଇପୋପାରାଥାଇରଏଡିଜ୍ମ]] ([[:en:hypoparathyroidism|hypoparathyroidism]]) ଓ ଜୀବସାର ଘ ଅଭାବ ([[:en:vitamin D deficiency|vitamin D deficiency]]).<ref name=Fong2012>{{cite journal|last1=Fong|first1=J|last2=Khan|first2=A|title=Hypocalcemia: updates in diagnosis and management for primary care.|journal=Canadian family physician Medecin de famille canadien|date=February 2012|volume=58|issue=2|pages=158-62|pmid=22439169}}</ref> ଅନ୍ୟାନ୍ୟ କାରଣ ମଧ୍ୟରେ [[ବୃକ୍‌କ ଅକର୍ମଣ୍ୟ]] ([[:en:kidney failure|kidney failure]]), [[ଅଗ୍ନାଶୟ ପ୍ରଦାହ]], [[କ୍ୟାଲସିଅମ ଚାନେଲ ବ୍ଲକର ଅତିମାତ୍ରା]] ([[:en:calcium channel blocker overdose|calcium channel blocker overdose]]), [[ରାବଡୋମାୟୋଲାଇସିସ]], [[ଟ୍ୟୁମର ଲାଇସିସ ସିଣ୍ଡ୍ରୋମ]] ([[:en:tumor lysis syndrome|tumor lysis syndrome]] ଓ [[ବାଇଫସଫୋନେଟ]] ([[bisphosphonates]]) ଭଳି ଔଷଧ ।<ref name=EU2010/> କରେକ୍ଟେଡ କ୍ୟାଲସିଅମ ([[:en:corrected calcium|corrected calcium]]) ବା ଆୟୋନାଇଜ୍‌ଡ କ୍ୟାଲସିଅମ ([[:en:ionized calcium|ionized calcium]]) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ ।<ref name=Fong2012/> [[ଇସିଜି]]ରେ ([[:en:electrocardiogram|electrocardiogram]] (ECG) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ ।<ref name=EU2010/>
 
== ଆଧାର ==