"ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା
ଧଉଳି ଏକ୍ସପ୍ରେସ ଫିଲ୍ର ତଥ୍ୟ ଯୋଡ଼ାଗଲା
୧ କ ଧାଡ଼ି:
{{ଛୋଟ|Dhauli Express (film)}}
{{Infobox film
| name = ଧଉଳି ଏକ୍ସପ୍ରେସ୍
Line ୬ ⟶ ୭:
| caption =
| director = [[ଚିତ୍ତ ରଞ୍ଜନ ତ୍ରିପାଠୀ]]
| producer = [[ଚିତ୍ତ ରଞ୍ଜନ ତ୍ରିପାଠୀ]]
| writer = ଭରଦ୍ଵାଜ ପଣ୍ଡା (ସଂଳାପ) :ଭରଦ୍ବାଜ ପଣ୍ଡା
| screenplay =
| story = [[ଚିତ୍ତ ରଞ୍ଜନ ତ୍ରିପାଠୀ]]
| based on = <!-- {{based on|title of the original work|writer of the original work}} -->
| narrator =
| starring = [[ସମରେଶ ରାଉତରାୟ|ସମରେଶ]], [[ସିଦ୍ଧାନ୍ତ ମହାପାତ୍ର]], [[କାଜଲ ମିଶ୍ର]], [[ମିହିର ଦାସ]]
| music = [[ଚିତ୍ତ ରଞ୍ଜନ ତ୍ରିପାଠୀ]]
| cinematography = [[ଅଭିରାମ ମିଶ୍ର]]
| editing = [[ସୁଶାନ୍ତ ମଣି]]
Line ୨୦ ⟶ ୨୧:
| released = ୧୬ ମଇ ୨୦୦୭ <ref>[[ଅନୁପମ ଭାରତ]], ୧୬ ସେପ୍ଟେମ୍ବର ୨୦୧୧</ref>
| runtime =
| country = {{flag|[[ଭାରତ}}]]
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| budget = {{INR}}୧କୋଟି ୨୩ଲକ୍ଷ ୬୦ହଜାର
| gross =
}}
'''ଧଉଳି ଏକ୍ସପ୍ରେସ''' ୨୦୦୭ର ଏକ ଓଡ଼ିଆ କଥାଚିତ୍ର । ନିର୍ମାତା ନିର୍ଦେଶକ [[ଚିତ୍ତରଞ୍ଜନ ତ୍ରିପାଠୀ]]ଙ୍କ ଦ୍ଵାରା ନିର୍ମିତ ଏହି କଥାଚିତ୍ରରେ ସମରେଶ ରାଉତରାୟ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ଅପରାଜିତା ଅଭିନୟ କରିଥିଲେ ।
 
== କାହାଣୀ ==
[[ଚିତ୍ତ ରଞ୍ଜନ ତ୍ରିପାଠୀ|ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ]] ନିର୍ଦ୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର '''ଧଉଳି ଏକ୍ସପ୍ରେସ୍''' <ref>{{imdb title|1440158}}</ref> ''୨୦୦୭'' ମସିହାରେ ମୁକ୍ତିଲାଭ କରିଥିଲା ।
ପୋଷ୍ଟମେନ ଥିବା ଦିବାକର ଦାସଙ୍କ ଉଚ୍ଚାଭିଳାଷୀ ପୁତ୍ର ଧଉଳିଙ୍କ କାହାଣୀକୁ ନେଇ ଧଉଳି ଏକ୍ସପ୍ରେସ ନିର୍ମିତ । ଏକ ସଙ୍ଗୀତଜ୍ଞ ହେବା ଲକ୍ଷ୍ୟ ନେଇ ଯାଉଥିବା ଧଉଳି ପରିସ୍ଥିତି କ୍ରମେ ଜଣେ ଅପରାଧୀ ଜଗା ଭାଇଙ୍କ ସହ ପରିଚିତ ହେଇ ପରେ ଅପରାଧ ଦୁନିଆକୁ ଟାଣି ହେଇ ଯିବା ଏହି ଚିତ୍ରର କାହାଣୀର ମୁଖ୍ୟ କଥାବସ୍ତୁ ।
 
== ପୁରସ୍କାର ==
ଏହା ୨୦୦୭ ରେ ଶ୍ରେଷ୍ଠ କଥାଚିତ୍ର ଭାବେ [[ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର]] ପାଇଥିଲା ।
 
== ଅଭିନୟରେ ==
[[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ରକଥାଚିତ୍ର ‘ଧଉଳି ଏକ୍ସପ୍ରେସ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
{{div col|2}}
* [[ସମରେଶ ରାଉତରାୟ]]
* [[ସିଦ୍ଧାନ୍ତ ମହାପାତ୍ର]]
Line ୪୬ ⟶ ୫୩:
* [[ସୂର୍ଯ୍ୟ ମହାନ୍ତି]]
* [[ଜୟୀରାମ ସାମଲ]]
{{div col end}}
 
<!--ଗୀତିକାର: ଅରୁଣ ମନ୍ତ୍ରୀ, ଚିତ୍ତରଞ୍ଜନ ତ୍ରିପାଠୀ, ଶେଲି-->
 
== ଆଧାର ==
{{ଆଧାର}}
==ଅଧିକ ତଥ୍ୟ==
 
* {{imdb title|1440158}}
{{ଓଡ଼ିଆ ସିନେମାକଥାଚିତ୍ର}}
 
[[ଶ୍ରେଣୀ:୨୦୦୭ର ଓଡ଼ିଆ କଥାଚିତ୍ର]]