"ହରିଶଙ୍କର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Harishankar Temple}}
{{Infobox Hindu temple
[[ଫାଇଲ:Harishankar Temple.jpg|thumb|ହରିଶଙ୍କର ମନ୍ଦିର]]
|name = ହରିଶଙ୍କର ମନ୍ଦିର
|image = Harishankar Temple.jpg
|image_size = 220px
|alt =
|caption = ହରିଶଙ୍କର ମନ୍ଦିର, ବଲାଙ୍ଗୀର
|pushpin_map = India Orissa
|latd = 20.854406
|longd = 82.860610
|coordinates_region = IN
|coordinates_display = title
|coordinates_footnotes=
|map_caption =
|map_size = 250
<!-- Names -->
|other_names =
|proper_name =
<!-- Geography -->
|country = {{flag|ଭାରତ}}
|state/province = [[ଓଡ଼ିଶା]]
|district = [[ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର]]
|locale = ହରିଶଙ୍କର
|elevation_m =
|elevation_footnotes =
<!-- Culture -->
|primary_deity =
|important_festivals =
<!-- Architecture -->
|architecture =
|architect =
|number_of_temples =
|number_of_monuments =
|inscriptions =
<!-- History and governance -->
|date_established = <!-- Refers to establishment of the original temple -->
|date_built =
|creator =
|temple_board =
|governing_body =
|website =
}}
 
[[ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର ଜିଲ୍ଲାର]] ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ।ଏହାର। ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ ।ଗନ୍ଧମାର୍ଦ୍ଦନ। ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ [[ବରଗଡ଼ ଜିଲ୍ଲା]]ର ପ୍ରସିଦ୍ଧ [[ନୃସିଂହନାଥ ମନ୍ଦିର]] ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର ।<ref>{{cite web |url= http://www.orissadiary.com/orissa_tourism/temple/Harishankar.asp |title=orissa tourism-Harishankar |first= |last=|work=orissadiary.com |quote=on its opposite is the temple of Nrusinghanath. |accessdate=9 January 2013}}</ref> ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।<ref>{{cite web|title=Harishankar Temple, Bolangiri|url=http://www.nuaodisha.com/Famous-Temples/Harishankar-Temple-Bolangiri-Odisha.htm|publisher=Incredible Odisha|accessdate=19 October 2016}}</ref>
 
==ଇତିହାସ==
୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ନୃତ କରୁଥିବା ଏକ ଗଣେଶଙ୍କ ଛବି ମଧ୍ୟ ମିଳିଥିଲା, ଯାହାକି ୧୨ଶହ ଶତାବ୍ଦୀର ପ୍ରାରମ୍ଭର ବୋଲି ଅନୁମାନ କରାଯାଏ । ଏହା ପରେ ମହାରାଜ ବିଜଳ ଦେବ ଚୌହାନଙ୍କର ପତ୍ନୀ ଦୁର୍ଲଭା ଦେବୀଙ୍କ ନିର୍ଦ୍ଦେଶରେ ସେହି ସ୍ଥାନରେ ମନ୍ଦିରଟି ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଆକର୍ଷଣୀୟ ରୂପରେଖ ଏବଂ ଉତ୍ତମ ନିର୍ମାଣଶୈଳୀ ପାଇଁ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହି ମନ୍ଦିରଟିର ନିରମାଣ ଶୈଳୀ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା କିଛି ଭିନ୍ନ ପରିଲକ୍ଷିତ ହୋଇଥାଏ ।<ref name=NuaTrsm/>
 
==ଅବସ୍ଥିତି==
ହରିଶଙ୍କର ମନ୍ଦିର [[ବଲାଙ୍ଗୀର ଜିଲ୍ଲା]] ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ । ରେଳ ଯୋଗେ ଗଲେ, ହରିଶଙ୍କର ରୋଡ଼ ଷ୍ଟେସନ ଠାରୁ ୩୨ କିଲୋମିଟରର ଦୂରରେ ଅବସ୍ଥିତ । [[ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର]] ଏବଂ [[ସମ୍ବଲପୁର ଜିଲ୍ଲା]]ରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ପାଦ‌ଦେଶରେ ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏହି ମନ୍ଦିରଟି ।<ref name=NuaTrsm>{{cite web|title=Tourist Places In Balangir / Bolangir , Odisha ( Orissa )|url=http://www.nuaodisha.com/Odisha-Tourism/Tourist-Places-In-Balangir.htm|publisher=Nua Odisha/ Odisha Tourism|accessdate=19 October 2016}}</ref> ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ଆବିର୍ଭାବ ପରେ ଏହି ସ୍ଥାନଟିକୁ ସେମାନଙ୍କର ଜୁଗଳ ମୂର୍ତ୍ତୀ ପାଇଁ '''ହରିଶଙ୍କର''' ଭାବେ ନାମିତ କରାଯାଇଛି ।<ref name=NuaTrsm/>
 
ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣାଟିଏ ଏହି ମନ୍ଦିରକୁ ଲାଗିକି ରହିଛି । କିମ୍ବଦନ୍ତୀ ଅନୁସାରେ କେହି ଜଣେ ସେହି ସ୍ଥାନରେ କିଛି ଖୋଳୁଥିବା ବେଳେ ପାହାଡରୁ ପାଣିଝରଟିଏ ସୃଷ୍ଟି ହୋଇଥିଲା ଏବଂ ସେହି ପାଣିଝରଟି ଝରଣାର ରୂପ ନେଇଥିଲା ।<ref name=NuaTrsm/>
 
==ପର୍ବ ପର୍ବାଣୀ==
*ସମସ୍ତ ଏକାଦଶୀ ଏବଂ ସଂଙ୍କ୍ରାନ୍ତି
*ଶିବ ରାତ୍ରୀ
*ମକର ସଂଙ୍କ୍ରାନ୍ତି
*ମାଘ ମେଳା
 
ହରିଶଙ୍କର ମନ୍ଦିରରେ ଦିନ ୧୨.୩୦ରୁ ୩.୦୦ ଯାଏ ଭକ୍ତମାନଙ୍କ ଭୋଜନର ବନ୍ଦୋବସ୍ତ ହୋଇଥାଏ । ଏହିଠାରେ ଭୋଜନ କରିବାକୁ ହେଲେ, ସକାଳୁ ପଞ୍ଜୀକରଣ କିରବାକୁ ପଡ଼ିଥାଏ ।
 
== ଆଧାର ==