"ହାଇପରକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ହାଇପରକ୍ୟାଲସେମିଆ''' (ଇଂରାଜୀ ଭାଷାରେ '''Hypercalcaemia''' ବା '''hypercalcemia''') ନାମ ଦିଆଯାଏ ଯେତେବେଳେ ରକ୍ତରେ ([[:en:blood serum|blood serum]]) କ୍ୟାଲସିଅମ ([[:en:calcium|calcium]]) (Ca<sup>2+</sup>) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।<ref name=PMH2016>{{cite web|title=Hypercalcemia - National Library of Medicine|url=https://www.ncbi.nlm.nih.gov/pubmedhealth/PMHT0024710/|website=PubMed Health|accessdate=27 September 2016}}</ref><ref name=BMJ2015/> କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ ରୁ ୨.୬&nbsp;ମିମୋ/ଲି ବା ୮.୮ରୁ ୧୦.୭&nbsp;ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।<ref name=EU2010/><ref>{{cite book|last1=Pathy|first1=M.S. John|title=Principles and practice of geriatric medicine|date=2006|publisher=Wiley|location=Chichester [u.a.]|isbn=9780470090558|page=Appendix|edition=4. ed.|url=http://onlinelibrary.wiley.com/doi/10.1002/047009057X.app01/pdf}}</ref><ref name=BMJ2015/> ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । <ref name=BMJ2015/> ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ [[ଉଦର ଯନ୍ତ୍ରଣା]] ([[:en:abdominal pain|abdominal pain]]), ଅସ୍ଥି ଯନ୍ତ୍ରଣା, [[ଦ୍ୱନ୍ଦ]] ([[:en:confusion|confusion]]), [[ଅବସାଦ]] ([[:en:Depression (mood)|depression]]), ଦୁର୍ବଳତା, [[ବୃକ୍‌କ ପଥର ରୋଗ]] ବା [[ହୃଦ୍‌ରୋଧ]] ଭଳି [[ଅନିୟମିତ ହୃତ୍ ସ୍ପନ୍ଦନ]] ଇତ୍ୟାଦି ବେମାରୀ ହୋଇପାରେ । <ref name=EU2010/><ref name=BMJ2015/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପ୍ରାଥମିକ [[ହାଇପରପାରାଥାଇରଏଡିଜ୍ମ]] ବା [[କର୍କଟ ରୋଗ]] ଯୋଗୁ ଅଧିକାଂଶ ହାଇପରକ୍ୟାଲସେମିଆ ହୁଏ ।<ref name=BMJ2015/> ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ [[ସାର୍କଏଡୋସିସ]] ([[:en:sarcoidosis|sarcoidosis]]), [[ଯକ୍ଷ୍ମା]]। [[ପ୍ୟାଜେଟସ ଡିଜିଜ]] ([[:en:Paget disease|Paget disease]]), ଜୀବସାର ଘ ବିଷାକ୍ତ‌ତା ([[:en:vitamin D toxicity|vitamin D toxicity]]), [[ଫ୍ୟାମିଲିଆଲ ହାଇପୋକ୍ୟାଲସିୟୁରିକ ହାଇପରକ୍ୟାଲସେମିଆ]] ([[:en:familial hypocalciuric hypercalcaemia|familial hypocalciuric hypercalcaemia]]) ଓ ଲିଥିଅମ ([[:en:lithium|lithium]]) ତ‌ଥା [[ହାଇଡ୍ରୋକ୍ଲୋରୋଥିଆଜାଇଡ]] ଭଳି କେତେକ ଔଷଧ ଯୋଗୁ ଏହି ଅବସ୍ଥା ଜାତ ହୁଏ ।<ref name=EU2010>{{cite journal|last1=Soar|first1=J|last2=Perkins|first2=GD|last3=Abbas|first3=G|last4=Alfonzo|first4=A|last5=Barelli|first5=A|last6=Bierens|first6=JJ|last7=Brugger|first7=H|last8=Deakin|first8=CD|last9=Dunning|first9=J|last10=Georgiou|first10=M|last11=Handley|first11=AJ|last12=Lockey|first12=DJ|last13=Paal|first13=P|last14=Sandroni|first14=C|last15=Thies|first15=KC|last16=Zideman|first16=DA|last17=Nolan|first17=JP|title=European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution.|journal=Resuscitation|date=October 2010|volume=81|issue=10|pages=1400-33|pmid=20956045}}</ref><ref name=PMH2016/><ref name=BMJ2015/> ଗୋଟିଏ ସପ୍ତାହର ଚିକିତ୍ସା ପରେ କ୍ୟାଲସିଅମ ସ୍ତର ସଠିକ ([[:en:corrected calcium|corrected calcium]]) ହେଲେ ବ ଆୟୋନାଇଜଡ କ୍ୟାଲସିଅମ ([[:en:ionized calcium|ionized calcium]]) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । <ref name=BMJ2015>{{cite journal|last1=Minisola|first1=S|last2=Pepe|first2=J|last3=Piemonte|first3=S|last4=Cipriani|first4=C|title=The diagnosis and management of hypercalcaemia.|journal=BMJ (Clinical research ed.)|date=2 June 2015|volume=350|pages=h2723|pmid=26037642}}</ref> [[ଇସିଜି]]ରେ ([[:en:electrocardiogram|electrocardiogram]]) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ । <ref name=EU2010/>
 
== ଆଧାର ==