"ହାଇପରକ୍ୟାଲସେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ହାଇପରକ୍ୟାଲସେମିଆ ଏକ ନୂଆ ରୋଗ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୦୯:୪୪, ୧୯ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ହାଇପରକ୍ୟାଲସେମିଆ (ଇଂରାଜୀ ଭାଷାରେ Hypercalcaemia ବା hypercalcemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) (Ca2+) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।[୧][୨] କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ ରୁ ୨.୬ ମିମୋ/ଲି ବା ୮.୮ରୁ ୧୦.୭ ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।[୩][୪][୨] ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨] ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ ଉଦର ଯନ୍ତ୍ରଣା (abdominal pain), ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ (confusion), ଅବସାଦ (depression), ଦୁର୍ବଳତା, ବୃକ୍‌କ ପଥର ରୋଗ ବା ହୃଦ୍‌ରୋଧ ଭଳି ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ବେମାରୀ ହୋଇପାରେ । [୩][୨]

ହାଇପରକ୍ୟାଲସେମିଆ
ପର୍ଯ୍ୟାୟ ସାରଣୀରେ କ୍ୟାଲସିଅମର ସ୍ଥାନ । Field = Endocrinology
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*]
ଆଇସିଡ଼ି-୧୦E83.5
ଆଇସିଡ଼ି-୯-ସିଏମ୍275.42
ରୋଗ ଡାଟାବେସ6196
ମେଡ଼ିସିନ-ପ୍ଲସ000365
ଇ-ମେଡ଼ିସିନmed/1068 emerg/260 ped/1062
Patient UKହାଇପରକ୍ୟାଲସେମିଆ
MeSHD006934

ଆଧାର

  1. "Hypercalcemia - National Library of Medicine". PubMed Health. Retrieved 27 September 2016.
  2. ୨.୦ ୨.୧ ୨.୨ ୨.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; BMJ2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; EU2010 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558. {{cite book}}: |edition= has extra text (help)