"ସାମାଜିକ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
No edit summary
୧ କ ଧାଡ଼ି:
ସଂଯୁକ୍ତ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ '''ସାମାଜିକ ଆନ୍ଦୋଳନ''' (Social Movement) କୁହାଯାଏ । ଆନ୍ଦୋଳନକୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା ଦେଖାଯାଇଥାଏ । ଦାବିଗୁଡିକ ସମୟୋପଯୋଗୀ ହୋଇଥିଲେ ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ହୋଇଥାଏ ।<ref>John Scott,Oxford Dictionary of Sociology,USA </ref> ବର୍ତ୍ତମାନ (୨୦୧୬) ସମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ <ref>The Samaj Daily Edition 3rd September 2016 Bhubaneswar Ed </ref>, ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନ, [[ନୟାଗଡ଼]] ଚାଷୀ ଆନ୍ଦୋଳନ, ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ, ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ଓ ନାରୀ ନିର୍ଯ୍ୟାତନା ଆନ୍ଦୋଳନ । ସାମାଜିକ ଆନ୍ଦୋଳନ ଗୁଡିକ ସର୍ବଦା ଯୁଗୋପଯୋଗୀ ହେବା ଦରକାର । ଅହିଂସାଭାବ ଆଧାରିତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ଗୁଡିକ ସମାଜ, ବୁଦ୍ଧିଜୀବୀ ତଥା ତୃତୀୟ ମହଲାରେ ବିଶେଷ ପ୍ରଭାବ ପକାଇଥାଏ ।
 
== ଆଧାର ==