"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Aditya Mahar ସଦାଶିବ ଅମ୍ରାପୁରକାର ପୃଷ୍ଠାଟି ସଦାଶିବ ଅମରାପୁରକରକୁ ଲେଉଟାଇଲେ
୪ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନୀ ==
ସଦାଶିବ ଅମ୍ରାପୁରକାର ୧୯୫୦ ରେ ମହାରାଷ୍ଟ୍ର ର ଅହମଦନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ର ପ୍ରକଟ କରିଥିଲେ । [[ପୁନେ]] ବିଶ୍ୱବିଦ୍ୟାଳୟ ରୁ ଇତିହାସ ରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତ ରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବ ରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନି ଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ ) ରେ ପ୍ରଥମ କରି ଫିଲ୍ମ ଜଗତ ରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନ ରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । 
 
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷା ରେ ୩୦୦ ରୁ ଉର୍ଦ୍ଧ  ଫିଲ୍ମ ରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚିତ୍ର ରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକ ଙ୍କ ବହୁଳ ପ୍ରଶଂଷା ମଧ୍ୟ ପାଇଥିଲେ ।