"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଠିକ ବନାନ
No edit summary
୧ କ ଧାଡ଼ି:
ଚତୁର୍ଶୃଙ୍ଗୀ ମନ୍ଦିର ବୋଲି ମଧ୍ୟ କୁହାଯାଉଥିବା ଚତୁର୍ଶୃଙ୍ଗୀ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା [[ଭରତ]][[ମହାରାଷ୍ଟ୍ର]] ରାଜ୍ୟ ର ପୁନା ସହର ରେ ଅବସ୍ଥିତ । ଏହା ସେନାପତି ବାପତ ରାସ୍ତା ସନ୍ନିକଟ ରେ ଥିବା ପାହାଡ ର ଗଡାଣି ରେ ଅବସ୍ଥିତ । କଥିତ ଅଛି ଯେ ଏହି ମନ୍ଦିର ମରାଠା ରାଜା ଶିବାଜୀ ଙ୍କ ରାଜୁତି କାଳ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
 
ଚତୁର୍ଶୃଙ୍ଗୀ  କହିଲେ ପ୍ରକୃତ ରେ ଚାରି ଟି ର୍ଶୃଙ୍ଗୀ ( peaks) ଥିବା ପର୍ବତ କୁ ବୁଝାଏ । ଏହି ଚତୁର୍ଶୃଙ୍ଗୀ ମନ୍ଦିର ର ଉଛତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ବାସ ତଥା ପରମ ଶକ୍ତି କୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀ ଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣ ରେ ଦେବୀ ଦୂର୍ଗା ତଥା ଭଗବାନ ଗଣେଶ ଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକ ଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡ ରେ ୪ ଟି ର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜ ଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ ।