"ଇୟାନ ଚାପେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Ian Chappell"
 
No edit summary
୧ କ ଧାଡ଼ି:
ଇୟାନ ମାଇକେଲ ଚାପେଳଚାପେଲ ସେପ୍ଟେମ୍ବର ୨୬, ୧୯୪୩ ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । [[ଅଷ୍ଟ୍ରେଲିଆ]]ସର୍ବକାଳିନସର୍ବକାଳୀନ ଶ୍ରେଷ୍ଠ ଅଧିନାଯକଶ୍ରେଷ୍ଠ ଙ୍କଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚ୍ଯାପେଲଚାପେଲ ୧୯୭୧ ମସିହା ରୁ ୧୯୭୫ ଯାଏ ଅଧିନାଯକଅଧିନାୟକ ଥିଲେ । ୧୯୭୫ ରେ ICC ବିପକ୍ଷବାଦୀ world cricket ସିରୀଜ ରେ ଯୋଗଦାନ କାରଣ ରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନ ରେ ଖୁବ ଚମତ୍କାର ବେଟିଙ୍ଗ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳ କୁ ଦୃଢ ନେତୃତ୍ଵ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟ ଗୁଡିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟ ରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ଵ ର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନ ମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ ନେତୃତ୍ଵ ମଧ୍ୟ ଥିଲା । 
 
ଇୟାନ ଚ୍ଯାପେଲ ଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲ କୁ ସେ ଆରମ ରେ ହୁକ କରି ପଡିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜେନ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟ ରେ ୧୦୦ ରୁ ବେସୀ କ୍ଯାଚ ନେଇଥିଲେ ।