"ଆଲୋକବର୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
'''''ଆଲୋକବର୍ଷ''''' ହେଉଛି ଏକ ଦୂରତା ମପିବାର ଏକକ।ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାକାଶିକମହାଜଗତିକ ବସ୍ତୁ ମାନଙ୍କର ଦୂରତା ମପାଯାଏ। ଏହା ଏକ ଆଲୋକ ବର୍ଷର ମୂଲ୍ୟ ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) । ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ।କରିଥାଏ । ଏହ ଏକ ସେକେଣ୍ଡ ରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ।ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା) ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ।ଏହିକୁହାଯାଏ । ଏହି ଦୂରତାର ଏକକକୁ [[ଗ୍ରହ]], ନକ୍ଷେତ୍ର ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।
 
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
୧,୬୩୦

ଗୋଟି ସମ୍ପାଦନା