"ଟ୍ରିପଲ ଏକ୍ସ ସିଣ୍ଡ୍ରୋମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୩ କ ଧାଡ଼ି:
|Name = ଟ୍ରିପଲ ଏକ୍ସ ସିଣ୍ଡ୍ରୋମ
|Image = XXXSyndromeB.png
|Caption = ହାଇପରଟେଲୋରିଜ୍ମ ([[:en:Hypertelorism|ଟ୍ରିପଲ ଏକ୍ସ ସିଣ୍ଡ୍ରୋମ ରୋଗ ଥିବା ଜଣେ ୯ ବର୍ଷ ବୟସ୍କ ବାଳିକାର ଦୁଇ ଆଖି ମଧ୍ୟରେ ଅଧିକ ଦୂରତା]])<ref name=Tar2010/>
|Field = [[ମେଡିକାଲ ଜେନେଟିକ୍ସ]]
|synonyms = ଇଂରାଜୀ ପ୍ରତିଶବ୍ଦ - triplo-X syndrome, trisomy X, XXX syndrome, 47 XXX syndrome<ref name=NIH2014/>
୧୫ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ଟ୍ରିପଲ ଏକ୍ସ ସିଣ୍ଡ୍ରୋମ''' (ଇଂରାଜୀ ଭାଷାରେ '''Triple X syndrome''' ବା '''trisomy X''' ବା '''47 XXX''') ରୋଗ ମହିଳାଙ୍କୁ ହୁଏ ଓ ତାଙ୍କର ପ୍ରତ୍ୟେକ [[ଜୀବକୋଷ]]ରେ ([[:en:cell (biology)|cell]]) ଗୋଟିଏ ଅଧିକ [[ଏକ୍ସ କ୍ରୋମୋଜୋମ]] ([[:en:X chromosome|X chromosome]]) ଥାଏ ।<ref name=NIH2014>{{cite web|title=triple X syndrome|url=https://ghr.nlm.nih.gov/condition/triple-x-syndrome|website=GHR|accessdate=26 September 2016|date=June 2014}}</ref> ଏହି ରୋଗୀ ସାଧାରଣତଃ ଡେଙ୍ଗା ହୁଅନ୍ତି&nbsp;। <!-- <ref name=NIH2014/> --> ଅନ୍ୟ କୌଣସି ଶାରୀରିକ ପାର୍ଥକ୍ୟ ଦେଖାଯାଏ ନାହିଁ ଓ ସାଧାରଣ ପ୍ରଜନନ କ୍ଷମତା ([[:en:fertility|fertility]]) ଥାଏ ।<!-- <ref name=NIH2014/> --> ବେଳେବେଳେ [[ଶିକ୍ଷା ସମସ୍ୟା]] ([[:en:learning difficulties|learning difficulties]]), [[ହାଇପୋଟୋନିଆ]] ([[:en:hypotonia|decreased muscle tone]]), ଅପସ୍ମାର ବାତ ([[:en:seizure|seizure]]) ଓ [[ବୃକ୍‌କ ସମସ୍ୟା]] ([[:en:kidney problems|kidney problems]]) ଦେଖାଯାଏ ।<ref name=NIH2014/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଟ୍ରିପଲ ଏକ୍ସ ରୋଗ କ୍ୱଚିତ ହୁଏ ।<ref name=NIH2014/> ମାତାର ପ୍ରଜନନକ୍ଷମ କୋଷର ([[:en:reproductive cells|reproductive cells]]) ବିଭାଜନ ସମୟରେ ବା ଭୃଣର ପ୍ରାକ୍ ବିକାଶ ସମୟରେ ଟ୍ରିପଲ ଏକ୍ସ ହୁଏ ।<ref name=Tar2010/> ବଂଶାନୁକ୍ରମରେ ([[:en:inherited|inherited]]) ଏହା ପରବର୍ତ୍ତୀ ପିଢ଼ିକୁ ଯାଏନାହିଁ ।<!-- <ref name=NIH2014/> --> ବେଳେବେଳେ ଦେହର କିଛି ଅଂଶରେ ଟ୍ରିପଲ ଏକ୍ସ ଦେଖାଯାଏ ।<ref name=NIH2014/> କ୍ରମୋଜୋମାଲ ଆନାଲିସିସ ([[:en:chromosomal analysis|chromosomal analysis]]) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।<ref name=GARD2016>{{cite web|title=47 XXX syndrome|url=https://rarediseases.info.nih.gov/diseases/5672/47-xxx-syndrome|website=GARD|accessdate=26 September 2016|date=16 March 2016}}</ref>
 
== ଆଧାର ==