"ରାଜେଶ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
୧୨ କ ଧାଡ଼ି:
| yearsactive = ୧୯୬୬–୨୦୧୨ (ଅଭିନେତା)
୧୯୯୧–୧୯୯୬ (ରାଜନୀତି)
୧୯୭୧–୧୯୯୫ (ପ୍ରୋଯୋଜକପ୍ରଯୋଜକ)
| occupation = ଚଳଚ୍ଚିତ୍ରକଥାଚିତ୍ର ଅଭିନେତା ତଥା ପ୍ରଯୋଜକ
| spouse = [[ଡିମ୍ପଲ କପାଡିଆ]] (୧୯୭୩–୧୯୮୪)
| children = [[ଟ୍ଵିଙ୍କିଲ ଖାନ୍ନା]]<br />[[ରିଙ୍କି ଖାନ୍ନା]]
}}
'''ରାଜେଶ ଖାନ୍ନା'''(୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ତଥା, ପ୍ରଯୋଜକ ଏବଂ ଜଣେ ରାଜନେତା ଥିଲେ । ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ । ସେରାଜେଶ ବଲିଉଡ଼ର ପ୍ରଥମ ସୁପର୍ ଷ୍ଟାର ଥିଲେ ।<ref>http://www.bbc.co.uk/news/world-asia-india-18881804</ref> ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା । ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।<ref>http://m.indiatoday.in/story/rajesh-khanna-dead/1/208913.html</ref>
 
== ପ୍ରାରମ୍ଭିକ ଜୀବନ ==
ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମା ରେଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ [[ଚେତନ ଆନନ୍ଦ]] ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ [[ଶର୍ମିଲାଶର୍ମିଳା ଟାଗୋର]] ଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନ କୁ କିଣି ନେଇଥିଲା । ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶଙ୍କ କ୍ୟାରିଅରର ନିର୍ଣ୍ଣାୟକ ମୋଡ଼ । "ଆରାଧନା" କଥଚିତ୍ରରୁ ସେ ହେଲେ ସୁପରଷ୍ଟାର । ସେ ଅଭିନେତ୍ରୀ [[ହେମାମାଳିନୀ]]ଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ '''ଆନନ୍ଦ'''ରେ ସେ ଖୁବ ଉଚ୍ଚକୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମ ରେଫିଲ୍ମରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ "ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା । ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥଚିତ୍ରରେକଥାଚିତ୍ରରେ ଅଭିନୟ କରିଛନ୍ତି । ସେ ଗୁଡିକସେଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା । ୨୦୦୫ ରେ ତାଙ୍କୁ '''ଲାଇଫ ଟାଇମ ଆଚିଭମେଣ୍ଟ '''ପୁରସ୍କାର ପ୍ରଦାନ କରାଯାଇଥିଲା ।<ref>http://www.awardsandshows.com/features/lifetime-achievement-award-64.html</ref> ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ [[ଡିମ୍ପଲ କାପାଡ଼ିଆ]] ଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । <ref>http://entertainment.oneindia.in/bollywood/features/2012/the-love-hate-story-of-rajesh-khanna-dimple-kapadia-097601.html</ref> ତାଙ୍କ ଦୁଇ ଝିଅ ଟ୍ଵିଙ୍କିଲ ଓ ରିଙ୍କି । ଅଭିନେତା [[ଅକ୍ଷୟ କୁମାର]] ତାଙ୍କ ଜାମାତା ଓ ଟ୍ଵିଙ୍କିଲଙ୍କ ସ୍ଵାମୀ ।<ref>http://www.in.com/rajesh-khanna/biography-612.html</ref> ୧୯୮୪ ରେ ଡିମ୍ପଲ ଙ୍କଡିମ୍ପଲଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।
 
=== ସର୍ବକାଳୀନରାଜେଶଙ୍କ ଶ୍ରେଷ୍ଠ ୧୫ଅଭିନୀତ କଥାଚିତ୍ର ===
{{div col|2}}
* ଇତେଫାକ୍(୧୯୬୯)
* ଆରାଧନା([[ଖାମୋଶୀ]], ୧୯୬୯)
* ଇତେଫାକ୍(, ୧୯୬୯)
* ସଚ୍ଚା ଝୁଟା(୧୯୭୦)
* ଆରାଧନା, ୧୯୬୯
* ହାତୀ ମେରେ ସାଥି(୧୯୭୧)
* ସଚ୍ଚା ଝୁଟା(, ୧୯୭୦)
* କଟି ପତଙ୍ଗ(୧୯୭୧)
* ଆନନ୍ଦ(ହାତୀ ମେରେ ସାଥି, ୧୯୭୧)
* କଟି ପତଙ୍ଗ(, ୧୯୭୧)
* ଅମର ପ୍ରେମ(୧୯୭୨)
* ଆନନ୍ଦ, ୧୯୭୧
* ବାୱର୍ଚି(୧୯୭୨)
* ଦୁସମନ(ଅମର ପ୍ରେମ, ୧୯୭୨)
* ବାୱର୍ଚି(, ୧୯୭୨)
* ନମକ ହାରାମ(୧୯୭୩)
* ଦୁସମନ, ୧୯୭୨
* ପ୍ରେମ ନଗର(୧୯୭୪)
* ନମକ ହାରାମ(,୧୯୭୩)
* ପ୍ରେମ କହାନୀ(୧୯୭୫)
* ପ୍ରେମ ନଗର(, ୧୯୭୪)
* ଚକ୍ରବ୍ୟୁହ(୧୯୭୮)
* ପ୍ରେମ କହାନୀ(, ୧୯୭୫)
* ଆଜ୍ କା ଏମ୍ଏଲ୍ଏ ରାମ ଅବତାର(୧୯୮୪)
* ଚକ୍ରବ୍ୟୁହ(, ୧୯୭୮)
* ହମ ଦୋନୋ(୧୯୮୫)<ref>http://www.topsongsmovieslist.com/list-of-rajesh-khanna-movies/</ref>
* ଆଜ୍ କା ଏମ୍ଏଲ୍ଏ ରାମ ଅବତାର(, ୧୯୮୪)
* ହମ ଦୋନୋ(,୧୯୮୫)<ref>http://www.topsongsmovieslist.com/list-of-rajesh-khanna-movies/</ref>
{{div col end}}
== ରାଜନୀତି ==
ନବେ ଦଶକୁଦଶକରେ ଅଭିନୟରୁ ଦୂରେଇ ରାଜେଶ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୨ ରେ ସେ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଟିକେଟରୁ [['ନୂଆ ଦିଲ୍ଲୀ]]ରୁ' ଲୋକ ସଭାକୁସଭା ଆସନରୁ ନିର୍ବାଚିତ ହେଇଥିଲେ ।<ref>http://books.google.co.in/books?id=yInZdHn-pKoC&pg=PA493&hl=en#v=onepage&q&f=false</ref>
 
== ଆଧାର ==
{{ଆଧାରReflist|30em}}
==ଅଧିକ ତଥ୍ୟ==
== ବାହାର ଆଧାର ==
{{Commons category|Rajesh Khanna|ରାଜେଶ ଖାନ୍ନା}}
* ଓଡ଼ିଆ ଖବର କାଗଜ [[ସମ୍ବାଦ]] ତା.୧୯-୦୭-୧୨
* {{IMDb name|4435}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
{{Authority control}}
 
[[ଶ୍ରେଣୀ:୧୯୪୨ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:ଲୋକ ସଭା ସଭ୍ୟ]]