"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧ କ ଧାଡ଼ି:
 
== ଭଗବାନ ଶିବ ଙ୍କ ପ୍ରଥମ ଆଶୀର୍ବାଦ ==
ପାଣ୍ଡବ ମାନଙ୍କ ଠାରୁ ପାଇଥିବା ଏହି ଅପମାନ ର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବ ଙ୍କୁ କଠୋର ତପସ୍ୟା ମାଧ୍ୟମ ରେ ସନ୍ତୁଷ୍ଟ କରି ତାଙ୍କ ପକ୍ଷରୁପାଖ ରୁ ପାଣ୍ଡବ ମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବାରବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତି ଦ୍ଵାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥ ଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 
 
== ତାଙ୍କ ପିତା ଙ୍କ ଠୁ ଆଶୀର୍ବାଦ  ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି