୧,୬୦୩
ଗୋଟି ସମ୍ପାଦନା
(ଚିତର) |
No edit summary |
||
ଆଶ୍ୱିନ ମାସର ଅମାବାସ୍ୟାକୁ '''ଫୁଲୁରି ଅମାବାସ୍ୟା''', '''ଫୁଲେରି ଅମାବାସ୍ୟା''', '''ପୋଲେରି ଅମାବାସ୍ୟା''', '''ଫୁଲ୍ଲୋରି ଅମାବାସ୍ୟା''', '''ଆର୍ଦ୍ରା ଅମାବାସ୍ୟା''', '''ସର୍ବପିତୃ ଅମାବାସ୍ୟା''' ବା '''ମହାଳୟା''' କୁହାଯାଏ । ଏହି ଅମାବାସ୍ୟାରେ ଅରୁଆ ଚାଉଳ ଚୂନା, କ୍ଷୀର, ନଡିଆ, ଚିନି, ଗୁଜୁରାତି ଗୁଣ୍ଡରେ ପ୍ରସ୍ତୁତ ଆର୍ଦ୍ରା ବା ଅଟ୍ଟକାଳି କରାଯାଏ ।
== ବଜ୍ର ମହାକାଳୀ ଓଷା ==
ଏହା ପାରମ୍ପରିକ ଓଡ଼ିଆ ଓଷା ମଧ୍ୟରୁ ଅନ୍ୟତମ । ଏହି ବ୍ରତରେ '''ବଜ୍ର ମହାକାଳୀ'''ଙ୍କୁ ଉପାସନା କରାଯାଏ । [[ଫାଇଲ:Bajra Mahakali Brata 1.jpg|thumb|ବଜ୍ର ମହାକାଳୀ ବ୍ରତ]]
ବ୍ରତକଥାରେ ଅଛି ଯେ ସାଧବ ପରିବାରର ସାନ ବୋହୂ ବଜ୍ର ମହାକାଳୀଙ୍କ ଆର୍ଦ୍ରାକୁ ଅଇଁଠା କରିବାରୁ ଦେବୀ କୋପ ହୋଇ ତାହାର ଛଅ ପୁଅକୁ ଜନ୍ମମାତ୍ରକେ ନେଇ ଯାଆନ୍ତି । ସପ୍ତମ ଗର୍ଭରେ ଶାଶୁ ଘରୁ ବାହାର କରିବାରୁ ଦେବୀ ଦୋଷ କ୍ଷମା କରି ତାକୁ ସାତ ପୁଅ ଫେରାଇ ଦିଅନ୍ତି । ସେଥିପାଇଁ ପୁତ୍ରକନ୍ୟା ପ୍ରାପ୍ତି ପାଇଁ ଏହି ବ୍ରତ କରାଯାଏ ।
|
ଗୋଟି ସମ୍ପାଦନା