୧,୬୩୮
ଗୋଟି ସମ୍ପାଦନା
ଟିକେ (-ଶ୍ରେଣୀ:ଜ୍ୟୋତିଷୀ; ±ଶ୍ରେଣୀ:ପକ୍ଷ→ଶ୍ରେଣୀ:ତିଥି using HotCat) |
(ଲିଙ୍କ ଯୋଡିଲି) |
||
* [[ଶ୍ରାବଣ]] ଅମାବାସ୍ୟା: [[ଚିତାଲାଗି ଅମାବାସ୍ୟା]] ବା ଚିତଉ ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: [[ସପ୍ତପୁରୀ ଅମାବାସ୍ୟା]]/ କୁଶୋତ୍ପାଟନୀ/ କୁଶଗ୍ରହଣୀ/ ସାତପୁରୀ ଅମାବାସ୍ୟା ।
* [[ଆଶ୍ୱିନ]] ଅମାବାସ୍ୟା: [[ଫୁଲୁରି ଅମାବାସ୍ୟା|ମହାଳୟା (ଫୁଲ୍ଲୋରି, ଫୁଲୁରି, ସର୍ବପିତୃ ) ଅମାବାସ୍ୟା]] ।
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ ପିପେଇ ଅମାବାସ୍ୟା ।
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।
|
ଗୋଟି ସମ୍ପାଦନା