"ଅରବିନ୍ଦ ଆଡ଼ିଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯ କ ଧାଡ଼ି:
| birth_name =
| birth_date = {{Birth date and age|df=yes|1974|10|23}}
| birth_place = [[ଚେନ୍ନାଇ]] ([[ଚେନ୍ନାଇ|ମାଡ୍ରାସ]]), [[ତାମିଲନାଡ଼ୁ]], [[ଭାରତ]]
| death_date =
| death_place =
୩୪ କ ଧାଡ଼ି:
}}
 
'''ଅରବିନ୍ଦ ଆଡ଼ିଗା''' (ଜନ୍ମ ୨୩ ଅକ୍ଟୋବର ୧୯୭୪<ref>{{cite interview | date=18 October 2008 | accessdate=9 November 2013 | first=Aravind | last=Adiga | title=‘Provocation is one of the legitimate goals of literature’ | url=http://www.indianexpress.com/news/-provocation-is-one-of-the-legitimate-goals-of-literature-/374718/ | interviewer=Vijay Rana | program=[[The Indian Express]]}}</ref><ref>[http://www.expressindia.com/latest-news/Indian-novelist-Aravind-Adiga-wins-Booker-prize/373637/ Indian Australian novelist Aravind Adiga wins Booker prize - Express India] {{WebCite|url=http://www.webcitation.org/5mr4fQrY0|date =17 January 2010}}</ref>) ଜଣେ ଭାରତୀୟ-ଅଷ୍ଟ୍ରେଲିଅ ଲେଖକ ଏବଂ ସାମ୍ବାଦିକ । ସେ ନିଜ "ଦି ହୁଆଇଟ୍ ଟାଇଗର" ''[[The White Tiger]]'' ପୁସ୍ତକ ଯୋଗୁଁ ସମ୍ମାନଜନକ ''୨୦୦୮ Man Booker'' ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।<ref name="Indian novelist Aravind Adiga wins Booker prize">{{cite news|url=http://www.expressindia.com/latest-news/Indian-novelist-Aravind-Adiga-wins-Booker-prize/373637/|title=Indian novelist Aravind Adiga wins Booker prize|date=15 October 2008|work=Agencies|publisher=Expressindia|accessdate=2008-10-16| archiveurl = http://www.webcitation.org/5mr4fQrY0 | archivedate = 2010-01-17| deadurl=no}}</ref>
 
== ବାଲ୍ୟ ଜୀବନ ଓ ଶିକ୍ଷା ==
ଅରବିନ୍ଦ ଆଡ଼ିଗାଙ୍କଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୪ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଡ. କେ ମାଧବ ଆଡ଼ିଗା ଓ ମାତାଙ୍କ ନାମ ଉଷା ଆଡ଼ିଗା । ତାଙ୍କ ଜନ୍ମସ୍ଥାନ [[ଚେନ୍ନାଇ|ମାଡ୍ରାସ(ଚେନ୍ନାଇ)]] ଅଟେ ।<ref>{{cite web|last=Biography|first=Famous Indians|title=Aravind Adiga|url=http://www.iloveindia.com/indian-heroes/aravind-adiga.html|accessdate=17 August 2016}}</ref>ଅରବିନ୍ଦ ମାଙ୍ଗାଲୋର ରେମାଙ୍ଗାଲୋରରେ ନିଜର ବାଲ୍ୟକାଳ ବିତେଇ ଥିଲେ ।ସେ। ସେ କାନାରା ଉଚ୍ଚ ବିଦ୍ୟାଳୟ ରେ ପଢ଼ିଥିଲେ ।ଏହାପରେ। ଏହାପରେ ସେ St. Aloysius ଉଚ୍ଚ ବିଦ୍ୟାଳୟ ରୂ ଉଚ୍ଚ ମାଧ୍ୟମିକ ପାସ କରିଥିଲେ ତାହା ମଧ୍ୟ ସମଗ୍ର ରାଜ୍ୟ ରେ ପ୍ରଥମ ହୋଇ ।
 
==ବୃତ୍ତିଗତ ଜୀବନ==
ଅରବିନ୍ଦ ନିଜର ସାମ୍ବାଦିକତା ବୃତି ଜଣେ ବାଣିଜିକ ସାମ୍ବାଦିକ ଭାବେ ଆରମ୍ଭ କରିଥିଲେ ।ସେ ଫାଇନାନ୍ସିଅଲ୍ &nbsp;ଟାଇମ୍ସ &nbsp;ରେ ନିଜର ବୃତ୍ତି ର ଆରମ୍ଭ କରିଥିଲେ ଏବଂ ଏହାପରେ ସେ '''Donald &nbsp;Trump''' &nbsp; ଏବଂ ''Booker ପୁରସ୍କାର ପ୍ରାପ୍ତ ଲେଖକ'' Peter &nbsp;Carey &nbsp;ଙ୍କ ସାକ୍ଷାତକାରା ନେଇଥିଲେ।ଏହାପରେ ସେ ଟାଇମ୍ ମାଗାଜିନ ରେ କାମ କରିଥିଲେ ୩ ବର୍ଷ ଓ ଏହାପରେ ମୁକ୍ତ ସମ୍ବାଦିକତା କୁ ଅସିଥିଲେ ।ସେ। ସେ ମୁକ୍ତ ସାମ୍ବାଦିକ ଥିବା ସମୟ ରେ ସେ ତାଂକର ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ "ଦି ହୁଆଇଟ୍ ଟାଇଗର" ଲେଖିଥିଲେ।ସେ ବର୍ତ୍ତମାନ ଭାରତ ର ମୁମ୍ବାଇ ରେ ରହୁଛନ୍ତି।
 
== ବୂକର୍ ପୁରସ୍କାର ==
ସେ ନିଜର ପ୍ରଥମ ନଭେଲ୍ ଦି ହୁଆଇଟ୍ ଟାଇଗର ହେତୁ ସେ ବୂକର୍ ପୁରସ୍କାର୍ ପାଇଥିଲେ ।
==ଆଧାର==
{{ଆଧାର}}
{{Authority control}}
[[ଶ୍ରେଣୀ:୧୯୭୪ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ତାମିଲନାଡୁ]]