"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Added honorific
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ତଥ୍ୟ ଯୋଡ଼ିଲି
୪ କ ଧାଡ଼ି:
| name = ବଳଦେବ ରଥ
| image = Baladeba Ratha.png
| caption = ବଳଦେବ ରଥ
| image_size = 250px
| caption = ବଳଦେବ ରଥ
| birth_date = ୧୭୮୯
| birth_place = [[ବଡ଼ଖେମୁଣ୍ଡି ଗଡ଼]], [[ଗଞ୍ଜାମ ଜିଲ୍ଲା]], [[ଓଡ଼ିଶା]]
| nationality = ଭାରତୀୟ
|death_date = ୧୮୪୫
| occupation = କବି,ସଙ୍ଗୀତକାର
| spouse = ବିବାହିତ
| residence =
| nationality = ଭାରତୀୟ
| occupation = କବି, ସଙ୍ଗୀତକାର
| parents =
| spouse = ବିବାହିତ
}}
 
'''ବଳଦେବ ରଥ''' (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସାହିତ୍ୟ|ରୀତି ଯୁଗ]]ର କବି । ସେ କବିସୂର୍ଯ୍ୟ ବଳଦେବ ରଥ ଭାବେ ଅଧିକ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ସେ ୧୮୪୫ ମସିହାରେ <ref name="Garg1992">{{cite book|author=Gaṅgā Rām Garg|title=Encyclopaedia of the Hindu World|url=http://books.google.com/books?id=w9pmo51lRnYC&pg=PA78|year=1992|publisher=Concept Publishing Company|isbn=978-81-7022-374-0|pages=78–}}</ref>ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
[[File:Janana Baladeba Ratha (Odia).ogg|thumb|ଜଣେ ବ୍ୟକ୍ତି ଙ୍କ ଦ୍ଵାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ]]
[[File:Baladev Rath statue at Berhampur.jpg|thumb| ବ୍ରହ୍ମପୁର ଆସ୍କା ରୋଡ଼ ନିକଟରେ ଥିବା ବଳଦେବ ରଥଙ୍କ ପ୍ରତିମୂର୍ତି]]
୨୨ କ ଧାଡ଼ି:
== ଜୀବନକାଳ ==
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲ ।<ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇ ସେ ଆପଣାର କବିପ୍ରତିଭା ଲାଗି [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ [[ଭୂବନେଶ୍ଵରୀ]]ଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ବାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା [[ତ୍ରିପୁରାରୀ ଓତା|ତ୍ରୀପୁରାରି ଓତା]] ତାଙ୍କର ସବୁ ଲାଳନପାଳନର ଦାୟିତ୍ଵ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।<ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
 
== ରଚନାରେ ଭାଷା ==
କବିସୂର୍ଯ୍ୟଙ୍କ ରଚନାରେ ଦେଶଜ ଓଡିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ ।<ref>ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା </ref> ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ବ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।
 
== ରଚନାବଳୀ ==
=== ଜଣାଣ ଓ କ୍ଷୁଦ୍ରଗୀତି ===
=== କବିତା ===
* ଚନ୍ଦ୍ରକଳା
* କାହାକୁ କହିବା
* ଗୋ ରସନାଟି
* ଗୋରସନାଟି
* ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
* କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
 
* ହାସ୍ୟକଲ୍ଲୋଳ
=== ଚମ୍ପୂକାବ୍ୟ ===
* ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
 
==== ଚମ୍ପୂ ====
* ରତ୍ନାକର ଚମ୍ପୂ
* [[କିଶୋରଚନ୍ଦ୍ରାନନ୍ଦ ଚମ୍ପୂ]]
* ପ୍ରେମୋଦୟ ଚମ୍ପୂ
 
=== ଗଦ୍ୟ ରଚନା ===
* ହାସ୍ୟକଲ୍ଲୋଳ
 
କବିସୂର୍ଯ୍ୟଙ୍କ ସଂପୂର୍ଣ୍ଣ ରଚନାବଳୀ [[s:ଲେଖକ:ବଳଦେବ_ରଥ|ଉଇକିପାଠାଗାରରେ]] ପଢିପାରିବେ ।
 
== ଆଧାର ==